Breaking News

ଭିଡିଓ ଦେଖନ୍ତୁ – ଶାଶୁ ଘରେ ରହି ଓଡିଆ ସିଙ୍ଗର ଦୀପ୍ତିରେଖା ପାଢି (Diptirekha) କିପରି ମାତୃ ଦିବସ ପାଳନ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କାଲି ମାତୃ ଦିବସ ଦିନ ସରି ଯାଇଛି ଓ ଏହି ମାତୃ ଦିବସ ରେ ଆମେ ମା ମାନ ଙ୍କୁ ପୂଜା କରିଥାଉ । ହଁ ବନ୍ଧୁ ସାଧାରଣ ବ୍ୟକ୍ତି ଠୁ ଓଡିଆ ଅଭିନେତା , ଅଭିନେତ୍ରୀ ମାନେ ପାଳନ କରିଛନ୍ତି । କିନ୍ତୁ ଆଜି ଆମେ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ନମ୍ୱର୍ ଗାୟିକା ଦିପ୍ତିରେଖା ପଢି କିପରି ମାତୃ ଦିବସ ପାଳନ କରିଛନ୍ତି ଜାଣିବା ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଦୀପ୍ତି ରେଖା ପାଢୀ ଙ୍କୁ । ସେ ତାଙ୍କ କଣ୍ଠସ୍ଵର ରେ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଛନ୍ତି ଓ ଦୀପ୍ତି ରେଖା ବହୁ ଗୁଡ଼ିଏ ଫିଲ୍ମ ରେ ଗୀତ ,ଭଜନ ଗୀତ ,ଆଲବମ ଗୀତ ଗାଈ ସେ ଆଜି ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ନାମ ଅର୍ଜନ କରିଛନ୍ତି । ତାଙ୍କର ଜବରଦସ୍ତ ଗୀତ ମାଧ୍ୟମ ରେ ସେ ଲୋକ ମାନ ଙ୍କ ମନ ଙ୍କୁ କିଣି ପାରିଛନ୍ତି ଓ ବେଶ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ଦିପ୍ତିରେଖା ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରିଥାନ୍ତି ।

ଦିପ୍ତିରେଖା ଏକ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତମାନ ସମୟ ରେ ଦିପ୍ତିରେଖା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ବର୍ତମାନ ଭୁବନେଶ୍ବର ରେ ରହୁଛନ୍ତି । ତାହେଲେ ଦର୍ଶକ ବନ୍ଧୁ ଦିପ୍ତିରେଖା ଏହି ମାତୃ ଦିବସ ଟି ଖୁବ ଧୂମ ଧାମ ରେ ପାଳନ କରିଛନ୍ତି । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ର ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *