Breaking News

ଭିଡିଓ ଦେଖନ୍ତୁ – ବର୍ଷା (Varsha) ନିଜର କଷ୍ଟକୁ ଭୁଲିବା ପାଇଁ ଏମିତି କାମ କରୁଛନ୍ତି, ଏହା ପରେ ଅନୁଭବ କଣ କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦିନ କୁ ଦିନ ଆମ ରାଜ୍ୟ ରେ ସଂକ୍ର ମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ଓ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକ୍ ଡାଉନ୍ ର ଘୋଷଣା କରିଛନ୍ତି । ଏଥିପାଇଁ ବହୁ ଲୋକ ଅସୁବିଧା ର ସମୁଖୀନ ହଉଛନ୍ତି । ଏଥିପାଇଁ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲ ବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆପଣ ମାନେ ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସମୟ ରେ ଅଭିନୟ ଦେଖିବାକୁ ମିଳୁନାହିଁ କାରଣ ସେ ବର୍ତ୍ତମାନ ସମାଜ ସେବା ରେ ବ୍ୟସ୍ତ ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏହି ସାମାଜିକ କାମ ପାଇଁ ସେ ବେଶ ଚର୍ଚ୍ଚା ର ବିଷୟ ପଲଟିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଏହି କରୋନା ସମୟ ରେ ଆଗେଇ ଆସିଛନ୍ତି ଅସୁବିଧା ରେ ପଡ଼ିଥିବା ବ୍ୟକ୍ତି ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ । ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ଓ ବର୍ଷା ତାଙ୍କ ପାରିବାରିକ ବିବାଦ ଯୋଗୁ ଦୂହଏ ଦୁହି ଙ୍କ ଠୁ ଅଲଗା ହୋଇଯାଇଛନ୍ତି ।

ଏତେ ଦୁ ଖ ରେ ଥିବା ସତ୍ବେ ବର୍ଷା ତାଙ୍କ ସମାଜ ସେବା ଜାରି ରଖିଛନ୍ତି ଓ ବର୍ତମାନ ଏହି କରୋନା ସମୟ ରେ ବର୍ଷା ଗରିବ ଲୋକ ମାନ ଙ୍କୁ ମାଗଣା ରେ ଖାଇବା ଓ ବସ୍ତ୍ର ପ୍ରଦାନ କରିବା ସହିତ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଛନ୍ତି । ଯାହାର ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓ ଟି ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *