ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦିନ କୁ ଦିନ ଆମ ରାଜ୍ୟ ରେ ସଂକ୍ର ମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ଓ ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକ୍ ଡାଉନ୍ ର ଘୋଷଣା କରିଛନ୍ତି । ଏଥିପାଇଁ ବହୁ ଲୋକ ଅସୁବିଧା ର ସମୁଖୀନ ହଉଛନ୍ତି । ଏଥିପାଇଁ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲ ବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆପଣ ମାନେ ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସମୟ ରେ ଅଭିନୟ ଦେଖିବାକୁ ମିଳୁନାହିଁ କାରଣ ସେ ବର୍ତ୍ତମାନ ସମାଜ ସେବା ରେ ବ୍ୟସ୍ତ ରହୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ।
ଏହି ସାମାଜିକ କାମ ପାଇଁ ସେ ବେଶ ଚର୍ଚ୍ଚା ର ବିଷୟ ପଲଟିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଏହି କରୋନା ସମୟ ରେ ଆଗେଇ ଆସିଛନ୍ତି ଅସୁବିଧା ରେ ପଡ଼ିଥିବା ବ୍ୟକ୍ତି ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ । ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ଓ ବର୍ଷା ତାଙ୍କ ପାରିବାରିକ ବିବାଦ ଯୋଗୁ ଦୂହଏ ଦୁହି ଙ୍କ ଠୁ ଅଲଗା ହୋଇଯାଇଛନ୍ତି ।
ଏତେ ଦୁ ଖ ରେ ଥିବା ସତ୍ବେ ବର୍ଷା ତାଙ୍କ ସମାଜ ସେବା ଜାରି ରଖିଛନ୍ତି ଓ ବର୍ତମାନ ଏହି କରୋନା ସମୟ ରେ ବର୍ଷା ଗରିବ ଲୋକ ମାନ ଙ୍କୁ ମାଗଣା ରେ ଖାଇବା ଓ ବସ୍ତ୍ର ପ୍ରଦାନ କରିବା ସହିତ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଛନ୍ତି । ଯାହାର ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓ ଟି ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ