ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କରୋନା ରେ କଣ ଏଇ ମଣିଷ ଜୀବନ ଲୁପ୍ତ ହୋଇଯିବ କଣ ଏହି କରୋନା ଆହୁରି ମୃତ୍ଯୁ ର ତାଣ୍ଡବ ନାଚିବ ତେବେ ଏହାକୁ ନେଇ କଣ କହୁଛି ମାଳିକା ଆସନ୍ତୁ ଜାଣିବା । ଦର୍ଶକ ଏହି ଦୁନିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ଏହି ମାଳିକା ବଚନ ଉପରେ ବିଶ୍ଵାସଃ କରନ୍ତିନି । କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ମାଳିକା ବଚନ କୁ ମାନି ଥାଆନ୍ତି । ତାହେଲେ ଏହି କରୋନା କୁ ନେଇ ମାଳିକା ବଚନ ରେ କଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା ।
ହଁ ବନ୍ଧୁ ଆଜି କୁ ପ୍ରାୟ ୬୦୦ ବର୍ଷ ତଳୁ ଏହାର ଉତ୍ତର ଅଚ୍ୟୁତ ନନ୍ଦ ଦେଇ ଯାଇଛନ୍ତି । ହଁ ବନ୍ଧୁ ମାଲିକ ଗ୍ରନ୍ଥ ଉଲ୍ଲେଖ ଥିଲା ଯାହା ଏବେ ଘଟି ଯାଇଛି ଯେମିତି କି ଉତ୍ତର ରୁ ଝିଣ୍ଟିକା ଦଳ ମାଡି ଆସିବା,ଜଗନ୍ନାଥ ଙ୍କ ମନ୍ଦିର ରୁ ପଥର ଖସିବା,ଶ୍ରୀ ଜଗନ୍ନାଥ ଙ୍କ ରତ୍ନ ଚାନ୍ଦୁଆ ରେ ନିଆଁ ଲାଗିବା ଇତ୍ୟାଦି । ତାହେଲେ ଆସନ୍ତୁ ଜାଣିବା କରୋନା ମହାମାରୀ କୁ ନେଇ ମାଳିକା ରେ କଣ ଉଲ୍ଲେଖ ଅଛି ଆସନ୍ତୁ ଜାଣିବା । ଏହି କରୋନା କୁ ନେଇ ସେତେ ବ୍ୟସ୍ତ ହବା ଜରୁରୀ ନୁହେଁ କାରଣ ଏହି ମହାମାରୀ ଆଗରୁ ମଧ୍ୟ ଆସିଛି କେତେବେଳେ ହଇଜା ରୂପ ରେ , କେତେବେଳେ ପ୍ଲେ ମହାମାରୀ ରୂପ ରେ ।
ଯେଉଁଭଳି ଭାବେ ମଣିଷ ଏହି ମହାମାରୀ କୁ ହରାଇଛି ଠିକ ସେମିତି କରୋନା ମଧ୍ୟ ଖୁବ ଶୀଘ୍ର ବିଲିପ୍ତ ହୋଇଜୀବ ଏହି ଧରିତ୍ରୀ ରୁ । ସେଥିପାଇଁ ଆପଣ ଙ୍କୁ ଧରଜ୍ୟ ରଖିବାକୁ ପଡିବ ଏହାକୁ ହରାଇବା ପାଇଁ ଆପଣ ଏକାନ୍ତ ରହିବା ଆବଶ୍ୟକ । ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ଯେତେବେଳେ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ବିପଦ ରେ ପଡିଥାନ୍ତି ସେ ଏକାନ୍ତ ରହୁଥିଲେ ଠିକ ସେହିଭଳି ଏହି କରୋନା ମହାମାରୀ ବିପଦ ରୁ ବଞ୍ଚିବା ପାଇଁ ଆପଣ ଏକାନ୍ତ ରହିବା ଆବଶ୍ୟକ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ