Breaking News

ଭିଡିଓ ଦେଖନ୍ତୁ – ରାଧିକା (Mitali) Live ରେ ଆସି ବଡ ଖୁଲାସା କରିଲେ, ଜାଣନ୍ତୁ ସେ ସ୍ଵାତିକଙ୍କୁ ବିବାହ କରିବା କୁ ନେଇ କଣ କହିଲେ

ଦର୍ଶକ ବନ୍ଧୁ ତରଙ୍ଗ ଟିଭି ର ଅଭିନେତ୍ରୀ ରାଧିକା ସୋସିଆଲ ମିଡ଼ିଆ ରେ କଲେ ବଡ ଖୁଲସା । ତାହେଲେ ସେ ସୋସିଆଲ ମିଡ଼ିଆ ରେ କଣ ସୂଚନା ଦେଇଛନ୍ତି ଦର୍ଶକ ମାନ ଙ୍କୁ ଆସନ୍ତୁ ଜାଣିବା ଆମ ଏହି ଓଏଜ ମାଧ୍ୟମ ରେ । ହଁ ବନ୍ଧୁ ରାଧିକା ଓ ସତ୍ୱୀକ୍ ଙ୍କ ପ୍ରେମ ସମ୍ପର୍କ ରେ କିଛି କହିଛନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଲାଇଭ ଆସି । ପ୍ରେମ ସମ୍ପର୍କ କୁ ନେଇ କଣ କହିଛନ୍ତି ରାଧିକା ଆସନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ବୋହୁ ଧାରାବାହିକ ଟି ନିଶ୍ଚିନ୍ତ ଦେଖିଥିବେ । ଏହି ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ସତ୍ବିକ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।

ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ନୂଆ ବୋହୁ ଧାରାବାହିକ ଟି ଓଡ଼ିଶା ର ଲୋକ ପ୍ରିୟ ଧାରାବାହିକ ହୋଇ ପାରିଛି । ଏହି ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ସତ୍ୱୀକ ଓ ରାଧିକା ଙ୍କୁ ସ୍ବାମୀ ସ୍ତ୍ରୀ ଚରିତ୍ର ରେ ଅଭିନୟ କରିବା ର । ରିଅଲ ଲାଇଫ ରେ ଏହି ଦୁଇ ଯୋଡି ସ୍ବାମୀ ସ୍ତ୍ରୀ ଭାବେ ଦେଖିବା ପାଇଁ ବେଶ ଇଛୁକ ଅଛନ୍ତି । ହଁ ବନ୍ଧୁ ରାଧିକା ତାଙ୍କ ସୋସିଆଲ ମିଡ଼ିଆ ଲାଇଭ ସମୟ ରେ ରାଧିକା ଙ୍କ ପ୍ରଶଂସକ ମାନେ ଅନେକ ପ୍ରଶ୍ନ ପଚାରିଛନ୍ତି ।

ଏହି ପ୍ରଶ୍ନ ରେ ଜଣେ ପ୍ରଶଂସକ ପଚାରିଛନ୍ତି ଯେ ରାଧିକା ଦିଦି ତମେ କଣ ସଟ ରେ ସତ୍ଵୀକ୍ ଭାଇ ଙ୍କୁ ବିବାହ କରିବାକୁ ଯାଉଛନ୍ତି ଓ ପ୍ରଶଂସକ ର ପ୍ରଶ୍ନ ରେ ରାଧିକା ଉତ୍ତର ରେ ଏକ ଆଶ୍ଚର୍ୟ୍ଯ ର ମତ ରଖିଥିଲେ ଯେ ବର୍ତମାନ ସମୟ ରେ ଆମ ଭିତରେ ସେମିତି କିଛି ପ୍ରେମ ସମ୍ପର୍କ ନାହି କେବଳ ବନ୍ଧୁ ଭଳି ସମ୍ପର୍କ ରଖିଚୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେବେ ମୋତେ ବୟ ଫ୍ରେଣ୍ଡ ମିଲିବେ ତ ମୁ ନିଶ୍ଚୟ ଆପଣ ମାନ ଙ୍କୁ ଜଣେଇବି ଏତିକି କହି ସେ ଲାଇଭ ରୁ କଟି ଯାଇଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.