Breaking News

ଭିଡିଓ ଦେଖନ୍ତୁ – ବାବୁଶାନ (Babushan) କେମିତି ତାଙ୍କ ପୁଅକୁ ଧରି କେମିତି ଗେଲ କରୁଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବାବୁଶାନ୍ ଙ୍କ ଏକ ଭିଡିଓ ଭାଇରଲ ହବା ରେ ଲାଗିଛି ଯେଉଁ ଭିଡିଓ ରେ ବାବୁଶାନ୍ ଓ ତାଙ୍କ ପୁଅ ନଜର ଆସିଛନ୍ତି । ତାହେଲେ ଆସନ୍ତୁ ଏହି ଭିଡିଓ ଟି କଣ୍ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ବାବୁଶାନ୍ ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ କରିଛି ଓ ଯାହାର ନାମ ରଖିଛନ୍ତି ସମର୍ଥ । ବାବୁଶାନ୍ ଙ୍କ ର ପୁଅ ହବା ପରେ ବାବୁଶାନ୍ ଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବାବୁଶାନ୍ ସ୍କୁଲ ସମୟ ରେ ତୃପ୍ତି ଭଲ ପାଇ ବସିଥିଲେ ।

ତାଙ୍କ ଭଲ ପାଇବା ର ୨୦ ବର୍ଷ ପରେ ୨୦୧୪ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାବୁଶାନ୍ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିବା ର । ବାବୁଶାନ୍ ଙ୍କ ଏହି ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ସେ ଅନେକ ଫିଲ୍ମ୍ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା ।

ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଭୂମିକା, ଶିବାନୀ,ଏଲିନା, ରୀୟା ଆଦି ଅଭିନେତ୍ରୀ ମାନ ଙ୍କ ସହିତ ଅଭିନୟ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ବାବୁଶାନ୍ ଙ୍କ ଭିଡିଓ ଯେଉଁ ଭିଡିଓ ରେ ସେ ତାଙ୍କ ପୁଅ ସମର୍ଥ କୁ ଶୁଆଇବା ପାଇଁ ତାର ପିଠି କୁ ଥାପଡ୍ଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ବାବୁଶାନ୍ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯାହା କି ଦର୍ଶକ ମାନ ଙ୍କୁ ଖୁବ୍ ପସନ୍ଦ ଆସିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *