Breaking News

ଆଜି ସାରା ସିନେମା ଜଗତ ଝୁରୁଛି ଏହି ପ୍ରିୟ ଅଭିନେତ୍ରୀଙ୍କୁ, କରୋନା ରେ ଚାଲିଗଲେ

ପୁଣି ଆସିଲା ଏକ ଦୁଃଖ ର ଖବର । ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ଆଉ ଇଏ ଦୁନିଆରେ ନାହାନ୍ତି । ହଁବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି କରୋନା ରେ ସଂକ୍ରମିତ ହୋଇ ଆମର ଅନେକ ବଲିଉଡ ଇଣ୍ଡଷ୍ଟ୍ରୀ ର ବଡ ବଡ କଳାକାର ମୃ ତ୍ଯୁ ବରଣ କରିଛନ୍ତି । ଠିକସେହିଭଳି ଆଜି ଜଣେ ବଲିଉଡ ର ଅଭିନେତ୍ରୀ କରୋନା ରେ ସଂକ୍ରମିତ ହୋଇ ତାଙ୍କ ଦେହାନ୍ତ ହୋଇଛି । ଯାହା ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଦୁଃଖ ର ଖବର । ସେ ଅଭିନେତ୍ରୀ ଜଣକ ହଉଛନ୍ତି ୮୦ ଦଶକ ରେ ଲୋକ ପ୍ରିୟ ଅଭିନେତ୍ରୀ ଶ୍ରୀ ପଦା ଙ୍କ ଦେହାନ୍ତ ହୋଇଛି ।

ମାତ୍ର ୫୩ ବର୍ଷ ବୟସ ରେ ମୃତ୍ଯୁ ବରଣ କରିଛନ୍ତି । ଯାହା ସୂଚନା ମିଳିଛି ଯେ ଶ୍ରୀପଦା ନିଶ୍ଵାସଃ ନେବା ରେ ଅସୁବିଧା ହେଉଥିଲା । ସେଥିପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେ କରୋନା ରେ ସଂକ୍ରମିତ ଥିବା ର ଚିହ୍ନଟ ହୋଇଥିଲେ । ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରେ ମୃତ୍ଯୁ ବରଣ କରିଛନ୍ତି । ଶ୍ରୀପଦା ବଲିଉଡ ରେ ମଧ୍ୟ ବହୁତ କାମ କରିଛନ୍ତି । ଯେମିତି କି କୈସେ ୟେ ୟାରୀୟାଂ ,ଜି ହରର ଶୋ ,ଅଧୁରା କାହାଣୀ ହମାରି,ଭଳି ଅନେକ ଫିଲ୍ମ ରେ କାମ କରିଛନ୍ତି ।

ଖାଲି ସେତିକି ନୁହେ ବନ୍ଧୁ ଶ୍ରୀପଦା ସୋଲେ ଓ ତୁଫନ ,ବେବଫା ସନମ , ଭଳି ଅନେକ ଫିଲ୍ମ କରିଛନ୍ତି । ସେ ବଲିଉଡ ଫିଲ୍ମ କରିବା ସହିତ ଉଳିଉଡ ରେ ମଧ୍ୟ କାମ କରିଛନ୍ତି .ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କ ସହ ଚକା ଆଖି ସବୁ ଦେଖୁଛି । ଶ୍ରୀପଦା ତାଙ୍କ ଅଭିନୟ କ୍ୟାରିଆର ରେ ପ୍ରାୟ ୬୮ ରୁ ଉର୍ଦ୍ଧ ଫିଲ୍ମ ରେ ଅଭିନୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ଆଉ ଏଇ ଦୁନିଆ ରେ ନାହାନ୍ତି । ତାଙ୍କ ବିୟୋଗ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଦୁଃଖ ପ୍ରକାଶ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.