ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ଫଳ ରେ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । କିନ୍ତୁ ବର୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହି । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ସେ ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ନୈନା ।

ଆଜି ଆମେ ତାଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଆପଣ ମାନେ ନୈନା ଙ୍କୁ ଦେଖିଥିବେ ଅନେକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବା ର । ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇଥିଲେ । ତାହାଲେ ଆସନ୍ତୁ ଆଜି ଆମେ ଜାଣିବା ତାଙ୍କ ବିଷୟ ରେ । ବନ୍ଧୁଗଣ ନୈନା ଙ୍କ ପ୍ରକୃତ ନାମ ହେଉଛି ନୈନା ଦାସ । ସେ ଜନ୍ମ ହୋଇଥିଲେ ଜୁନ ମାସ ୧୯୮୪ ମସିହା ରେ ,ଆପଣ ମାନେ ଜାଣିଛନ୍ତି କି ନୈନା ଜଣେ ଅଭିନେତ୍ରୀ ସହିତ ଜଣେ ମଡେଲ ମଧ୍ୟ । ନୈନା ଦାସ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ସ୍ବାମୀ ଙ୍କ ନାମ ହେଉଛି ସିଦ୍ଧାର୍ଥ ତିବାରି ।
ସେ ବହୁ ଗୁଡିଏ ଆଲବମ ମଧ୍ୟ କରିଛନ୍ତି । ଦର୍ଶକ ବନ୍ଧୁ ସେ ଓଡିଆ ଫିଲ୍ମ କରିବା ସହିତ ଅନେକ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି । ନୈନା ପ୍ରଥମେ ଓଡିଆ ଫିଲ୍ମ ୨୦୦୩ ମସିହା ରେ ବାହୁଡିବେ ମୋ ଜଗା ବଳିଆ ରେ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଥିଲେ । ସେ ଅନେକ ଚଳଚିତ୍ର ରେ ଅଭିନୟ କରିଛନ୍ତି ଯେମତି କି ‘’ଶାଶୁ ଘର ଚାଲି ଜୀବି ,ପୂଜା ପାଇଁ ଫୁଲ ଟିଏ , ମୁନା ଏ ଲଭ ଷ୍ଟୋରି , ଆ ଜହ୍ନ ରେ ଲେଖିବା ନା , ମୋ ମନ ଖାଲି ତୋରି ପାଇଁ ଭଳି ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ ବର୍ତମାନ ଭୁବନେଶ୍ବର ରେ ତାଙ୍କ ପରିବାର ଲୋକ ଙ୍କ ସହ ରହୁଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ