Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ନୈନା ଦାସ (Naina Dash) ତାଙ୍କ ସ୍ଵାମୀଙ୍କ ବିଷୟରେ କଣ କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ଫଳ ରେ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । କିନ୍ତୁ ବର୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହି । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ସେ ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ନୈନା ।

WWW.OKGOT.COM

ଆଜି ଆମେ ତାଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ଆପଣ ମାନେ ନୈନା ଙ୍କୁ ଦେଖିଥିବେ ଅନେକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବା ର । ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇଥିଲେ । ତାହାଲେ ଆସନ୍ତୁ ଆଜି ଆମେ ଜାଣିବା ତାଙ୍କ ବିଷୟ ରେ । ବନ୍ଧୁଗଣ ନୈନା ଙ୍କ ପ୍ରକୃତ ନାମ ହେଉଛି ନୈନା ଦାସ । ସେ ଜନ୍ମ ହୋଇଥିଲେ ଜୁନ ମାସ ୧୯୮୪ ମସିହା ରେ ,ଆପଣ ମାନେ ଜାଣିଛନ୍ତି କି ନୈନା ଜଣେ ଅଭିନେତ୍ରୀ ସହିତ ଜଣେ ମଡେଲ ମଧ୍ୟ । ନୈନା ଦାସ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ସ୍ବାମୀ ଙ୍କ ନାମ ହେଉଛି ସିଦ୍ଧାର୍ଥ ତିବାରି ।

ସେ ବହୁ ଗୁଡିଏ ଆଲବମ ମଧ୍ୟ କରିଛନ୍ତି । ଦର୍ଶକ ବନ୍ଧୁ ସେ ଓଡିଆ ଫିଲ୍ମ କରିବା ସହିତ ଅନେକ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି । ନୈନା ପ୍ରଥମେ ଓଡିଆ ଫିଲ୍ମ ୨୦୦୩ ମସିହା ରେ ବାହୁଡିବେ ମୋ ଜଗା ବଳିଆ ରେ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଥିଲେ । ସେ ଅନେକ ଚଳଚିତ୍ର ରେ ଅଭିନୟ କରିଛନ୍ତି ଯେମତି କି ‘’ଶାଶୁ ଘର ଚାଲି ଜୀବି ,ପୂଜା ପାଇଁ ଫୁଲ ଟିଏ , ମୁନା ଏ ଲଭ ଷ୍ଟୋରି , ଆ ଜହ୍ନ ରେ ଲେଖିବା ନା , ମୋ ମନ ଖାଲି ତୋରି ପାଇଁ ଭଳି ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ ବର୍ତମାନ ଭୁବନେଶ୍ବର ରେ ତାଙ୍କ ପରିବାର ଲୋକ ଙ୍କ ସହ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *