Breaking News

ବିଜେଡି ରେ ଖୋଜା ଚାଲିଛି ଅନୁଭବ ବିକଳ୍ପ! କିଏ ନେବ ଅନୁଭବଙ୍କ ସ୍ଥାନ?

ଦର୍ଶକ ବନ୍ଧୁ ଏହି କରୋନା ମହାମାରୀ ଯୁଦ୍ଧ ରେ ଓଡ଼ିଶା କରୋନା ସହିତ ଲଢୁଥିବା ସମୟ ରେ । ରାଜନୀତି ରେ ଦୁଇ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାହେଲେ ଏହି ଏହି ଦୁଇ ଅଭିନେତା କିଏ ଓ ଏମାନ ଙ୍କୁ ନେଇ କେଉଁ ବିଷୟ ରେ ଚର୍ଚ୍ଚା ଚାଲିଛି ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଦୁଇ ଅଭିନେତା ଙ୍କ ମଧ୍ୟ ରୁ ଜଣେ ହଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଯିଏ କି କରୋନା ସମୟ ରେ ନିଜର ବ୍ୟକ୍ତି ଗତ ଜୀବନ କୁ ନେଇ ବେଶ ଚର୍ଚ୍ଚା ରେ କେତେବେଳେ ଆମ୍ବ ପାରି ସୋସିଆଲ ମିଡ଼ିଆ ରେ ଫଟୋ ଛାଡୁଛନ୍ତି ତ କେତେବେଳେ ଜିମ ରେ ଯାଇ ଭିଡିଓ କରି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଯାହା ସୂଚନା ମିଳିଛି ଯେ ପତ୍ନୀ ଙ୍କ ସହିତ ବିବାଦ ଦିନ ଠାରୁ ଦଳୀୟ ମୁଖ୍ୟ ଅନୁଭବ ଙ୍କୁ ସେତେ ଗୁରୁତ୍ବ ଦେଉନଥିବା ଦୃଶ୍ୟମାନ ହେଉଛି , କାରଣ ଦିନେ ଯେଉଁ ଅନୁଭବ ଷ୍ଟାର ପ୍ରଚାରକ ଥିଲେ କିନ୍ତୁ ବର୍ତମାନ ସମୟ ରେ  ଉପନିର୍ବାଚନ ରେ ତାଙ୍କୁ ସାମିଲ କରାଯାଇ ନାହି , ଖାଲି ସେତିକି ନୁହେ ବନ୍ଧୁ କେନ୍ଦ୍ରାପଡ଼ା କାର୍ଯ୍ୟକ୍ରମ ଫଳକ ରେ ରେ ମଧ୍ୟ ଅନୁଭବ ଙ୍କ ନାମ ଦେଖିବାକୁ ମିଳି ନଥିଲା । ବିଜେଡ଼ି ଭଳି ଲୋକ ପ୍ରିୟ ଦଳ ରେ ଷ୍ଟାର ପ୍ରଚାରକ ଭାବେ ଆବଶ୍ୟକ ହେଉଥିଲା କିନ୍ତୁ ବର୍ତମାନ ସମୟ ରେ ଅନୁଭବ ସ୍ଥାନ ରେ ଅରିନ୍ଦମ ଙ୍କୁ ଦିଆଯିବ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ କିଛି ଫଳପ୍ରଦ ହେବ ନାହି କାରଣ ତାଙ୍କର ସେତେ ଲୋକ ପ୍ରିୟତା ନାହି । ଯାହା ସୂଚନା ମିଳିଛି ଯେ ଅନୁଭବ ସ୍ଥାନ ରେ ସବ୍ୟସଚି ଙ୍କ ଉପରେ ନଜର ରହିଛି ।

କାରଣ ବର୍ତ୍ତମାନ କରୋନା ସମୟ ରେ ସବ୍ୟସଚି ଦେବଦୂତ ସାଜିଛନ୍ତି ସେ ବିଭିନ୍ନ ପ୍ରବାଶି ଓଡିଆଙ୍କୁ ସହାୟତା କରିଛନ୍ତି ଓ ଏହି ଲକ ଡାଉନ ସମୟ ରେ ଅସୁବିଧା ରେ ପଡିଥିବା ବ୍ୟକ୍ତି ନିକଟ ରେ ଅତ୍ୟାବଶକ ଜିନିଷ ତାଙ୍କ ନିକଟ କୁ ପଠାଇ ସବ୍ୟସଚି ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି, ଲୋକେ ତାଙ୍କୁ ଜଣେ ରିଅଲ ହିରୋ ବୋଲି ଭାବୁଛନ୍ତି । ସେ ଲୋକ ମାନ ଙ୍କ ପାଇଁ ଦେବଦୂତ ସାଜିଛନ୍ତି । ଯାହା ସୂଚନା ମିଳିଛି ଯେ ବିଜେଡ଼ି ଦଳ ରେ ଯୋଗ ଦେଇ ପାରନ୍ତି ସବ୍ୟ । କାରଣ ପୂର୍ବ ରୁ ଏହାକୁ ନେଇ ସୂଚନା ମିଳିଥିଲା କିନ୍ତୁ ସବ୍ୟ ନିଜେ ମନା କରି ଦେଇଥିଲେ ଯେ ସେ କୌଣସି ଦଳ ରେ ଯୋଗ ଦେବେ ନାହି ବୋଲି । ବର୍ତମାନ ସମୟ ରେ ଏହା ପୁଣି ଚର୍ଚ୍ଚା ର ବିଷୟ ପାଲଟିଛି ତହଲେ ଦେଖିବା ଏଥର ସବ୍ୟସଚି ଯୋଗ ଦେବେ କି ନାହି ତାହା ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଜଣା ପଡିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *