Breaking News

ଫୁଣି ଥରେ କୁନି ତାରିଣୀ (Ayesha) ଏକ ନୂଆ ସିରିଏଲରେ ପରିଙ୍କ ଅଭିନୟ କରିବେ

ଦର୍ଶକ ବନ୍ଧୁ ଖୁବ ଶୀଘ୍ର ଆସୁଅଛି ଏକ ନୂଆ ମେଘା ଧାରାବାହିକ । ଯେଉଁ ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି ଆମ ଧାରାବାହିକ ଆଗ ଧାଡ଼ି ର କଳାକାର । ତାହେଲେ ଆସନ୍ତୁ ଜାଣିବା ଏହି ଧରଭିକ ଟି କେଉଁଥିରେ ପ୍ରସାରିତ ହେବ ଓ କେବେ ହବ । ଏଥିରେ କେଉଁ ଲୋକ ପ୍ରିୟ ଅଭିନେତ୍ରୀ ନଜର ଆସିବେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ହଁ ବନ୍ଧୁ ଖୁବ ଶୀଘ୍ର ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହବା କୁ ଯାଉଛି ଏକ ନୂଆ ଧାରାବାହିକ ଓ ଏହି ଧାରାବାହିକ ରେ ନଜର ଆସିବେ ପରି ଓ କୁନି ତାରିଣୀ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ପରି ଙ୍କୁ ସେ ଜୀ ସାର୍ଥକ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ପରି ରେ ପରି ଭୂମିକା ରେ ଅଭିନୟ କରୁଥିଲେ । ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ପରି ଧାରାବାହିକ କୁ ନମ୍ବର 1 କରି ପାରିଥିଲେ ଓ ସେ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରି ନାମ ରେ ପରିଚିତ ହୋଇଥିଲେ । ସେ ପରି ଧାରାବାହିକ ଟି ବନ୍ଦ ହେବା ରୁ ସେ ଆଉ କୌଣଶୀ ଧାରାବାହିକ ରେ ଅଭିନୟ କରି ନାହାନ୍ତି କିନ୍ତୁ ବର୍ତମାନ ସମୟ ରେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହବାକୁ ଯାଉଥିବା ଏହି ଧାରାବାହିକ ରେ ନଜର ଆସିବେ ।

ଖାଲି ସେତିକି ନୁହେ ବନ୍ଧୁ ତାଙ୍କ ସହିତ ନଜର ଆସିବେ ଶିଶୁ କଳାକାର ଭାବେ ପରିଚିତ କୁନି ତାରିଣୀ । ହଁ ବନ୍ଧୁ କୁନି ତାରିଣୀ ଏହି ନୂଆ ଧାରାବାହିକ ରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଆପଣ ମାନେ ନିଶ୍ଚୟ ଦେଖିଥିବେ କୁନି ତାରିଣୀ ଙ୍କ ଜବରଦସ୍ତ ଅଭିନୟ ତାରା ତାରିଣୀ ରେ । ଏହି ଧାରାବାହିକ ଟି ବନ୍ଦ ହୋଇ ଯିବା ରୁ କୁନି ତାରିଣୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହି । କିନ୍ତୁ ବର୍ତମାନ ସମୟ ରେ ଯାହା ସୂଚନା ମିଳିଛି ଯେ ମେ ୧୭ ତାରିଖ ରେ ଏହି ଧାରାବାହିକ ଟି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହବା କୁ ଯାଉଛି ॥

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *