Breaking News

ଭିଡିଓ ଦେଖନ୍ତୁ – ମାଛ ମାରୁଥିବା ସମୟରେ ଝିଲ୍ଲିକଙ୍କର (Jhilik) ସହ ଏମିତି କିଛି ହେଲା

ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ଭିଡିଓ ଭାଇରାଳ ହବା ରେ ଲାଗିଛି । ତାହେଲେ କିଏ ସେ ଅଭିନେତ୍ରୀ ଯାହାଙ୍କର ଭିଡିଓ ଭାଇରାଳ ହବା ରେ ଲାଗିଛି କିଏ ସିଏ ଆପଣ ମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳିଉଡ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଜ୍ୟ । ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ଅନେକ ଚଳଚିତ୍ର ରେ ।

ସେ ସମସ୍ତ ଚଳଚିତ୍ର ରେ ସେ ତାଙ୍କ ଜବରଦସ୍ତ ଦେଖାଇ ସେ ଆଜି ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଝିଲ୍ଲିକ ଙ୍କ ସମସ୍ତ ଚଳଚିତ୍ର ଭଲ ଅଭିନୟ ପ୍ରଦର୍ଶନ କରି ଫିଲ୍ମ ଟି କୁ ସୁପର ହିଟ କରାଇଥିଲେ । ଝିଲ୍ଲିକ ଜଣେ ବଙ୍ଗାଳୀ ହୋଇଥିଲେ ମଧ୍ୟ ସେ ତାଙ୍କ ଅଭିନୟ ଫଳ ରେ ସେ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ନାମ ଅର୍ଜନ କରିଛନ୍ତି । କିନ୍ତୁ ବର୍ତମାନ ସମୟ ରେ ଝିଲ୍ଲିକ ଙ୍କ ଅଭିନୟ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ ଓ ତାଙ୍କ ଏହି ବିବାହ ଘରେ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଲୋକ ପ୍ରିୟ କଳାକାର ମାନେ ଯୋଗ ଦେଇଥିଲେ ।

ସେଥିପାଇଁ ଝିଲ୍ଲିକ ଆଉ କୌଣଶୀ ଫିଲ୍ମ ରେ ନଜର ଆସୁନାହାନ୍ତି । ସେ ବିବାହ ପରେ ବର୍ତମାନ ତାଙ୍କ ଶାଶୁ ଘରେ ବହୁ ଖୁସି ରେ ଥିବା ନଜର ଆସିଛନ୍ତି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଝିଲ୍ଲିକ୍ ଙ୍କ ଭିଡିଓ ଭାଇରାଳ ହବା ରେ ଲାଗିଛି । ଯେଉଁ ଭିଡିଓ ଟି ରେ ସେ ନଦୀ ରୁ ଜାଲ ମଧ୍ୟରେ ମାଛ ମାରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ଭିଡିଓ ଟି ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *