Breaking News

ଭିଡିଓ ଦେଖନ୍ତୁ – ଓଡ଼ିଆ ହାସ୍ୟ କଳାକାର ସୁମନ (Suman Maharana) ଙ୍କ ପଖାଳ ଖିଆ ଓ Family Life Style

ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ହାସ୍ୟ କଳାକାର ଙ୍କ ବିଷୟ ରେ । ହଁ ବନ୍ଧୁ ଆଜି ଆମେ ଜାଣିବା ହାସ୍ୟ କଳାକାର ସୁମନ ମହାରଣା ପଖାଳ ଖାଇ ଲାଇଭ ଆସି ଦର୍ଶକ ମାନ ଙ୍କୁ ତାଙ୍କ ପଖାଳ ଭାତ ଖାଉଥିବର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୁମନ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ବା କମିଡିଆନ ଭାବେ ପରିଚିତ । ହଁ ବନ୍ଧୁ ସୁମନ ଙ୍କ ଖାସ୍ ବିଷୟ ହେଲା ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ ।

ସେ କଣ୍ଢେଇ ଆଖିରେ ଲୁହ ଚଳିଚିତ୍ର ରେ ପ୍ରଥମ ଥର ପାଇଁ ପାଦ ଦେଇଥିଲେ ସେହି ଫିଲ୍ମ୍ ରେ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଥିଲେ ସୁମନ ଓ ସେହି ଫିଲ୍ମ୍ ରେ ମଧ୍ୟ ସଫଳ ହୋଇଥିଲେ । ଏହା ସହିତ ସେ କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଟ ହସ୍ୟନେତା ଭାବେ ପୁରସ୍କୃତ ହୋଇଥିଲେ ।ସେ ଗରିବ ପରିବାର ଅଟନ୍ତି ସେ ଭୁବନେଶ୍ୱର ର ବସ୍ତି ରେ ରହି ବଡ ହୋଇଛନ୍ତି । ଦର୍ଶକ ମାନ ଙ୍କୁ ସୁମନ ବହୁତ୍ ପସନ୍ଦ ଆସିଥାନ୍ତି କାରଣ ତାଙ୍କ ଉଚ୍ଚତା କମ୍ ଥିବାରୁ ଖାଲି ସେତିକି ନୁହେଁ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନ ଙ୍କୁ ବହୁତ୍ ପସନ୍ଦ ଆସେ ।

ସୁମନ ସମସ୍ତ ଚଳଚ୍ଚିତ୍ର ରେ ବାମନ ଚରିତ୍ର ରେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ପଖାଳ ଖାଉଥିବା ସମୟ ରେ ଲାଇଭ ଆସିଥିଲେ ଓ ସେହି ଲାଇଭ ଭିଡିଓ ଟି ସେ ତାଙ୍କ ସୋସିଆଲ ମିଡ଼ିଆ ରେ ଦା ଦର୍ଶକ ମାନ ଙ୍କ ପାଇଁ ସେୟାର କରିଥିଲେ । ଯାହାକି ଚର୍ଚ୍ଚା ର ବିଷୟ ପାଲଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.