ଦର୍ଶକ ବନ୍ଧୁ ବିବାହ କିଛି ମାସ ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ଚୂଳ ବୁଲି ନାୟିକା ଅର୍ଚ୍ଚିତା ଦେଲେ ଖୁସି ଖବର ତାହାଲେ ସେ ଖୁସି ଖବର କଣ ଆପଣ ମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ ତିନି ମାସ ତଳେ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ଦର୍ଶକ ବନ୍ଧୁ ଏହି ଖୁସି ଖବର ଟି ଜାଣିବା ଆଗରୁ ଅର୍ଚ୍ଚିତା ଆଉ କଣ୍ କହିଛନ୍ତି ଜାଣନ୍ତୁ ।
ହଁ ବନ୍ଧୁ ଅର୍ଚ୍ଚିତା କହିଛନ୍ତି ସରକାର ଦ୍ଵାରା ଘୋଷଣା କରାଯାଇଥିବା କରୋନା ସମ୍ପର୍କୀୟ କିଛି ନିୟମ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଏହି ନିୟମ ବିଷୟ ରେ ଜାଣିଥିବେ ଓ ସେ ଗୁଡ଼ିକ ହେଲା ଯେ ଆପଣ ମାନେ ଜ୍ଵର, ଥଣ୍ଡା, ଖାସ୍,ଇତ୍ୟାଦି ହେଲେ ଆପଣ ସଙ୍ଗେ ସଙ୍ଗେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ସମୟ ରେ ସମସ୍ତ ସରକାରୀ ମେଡିକାଲ ରେ ଦେୟମୁକ୍ତ ଭାବେ ଟୀକା ଦିଆଯାଉଛି ଆପଣ ମାନେ ଖୁବ୍ ଶୀଘ୍ର ଯାଇ ଏହି ଟିକା ନିଅନ୍ତୁ । ଦର୍ଶକ ବନ୍ଧୁ ଅର୍ଚ୍ଚିତା ଖୁସି ର କାରଣ ହେଉଛି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ମାନେ ଇନିଷ୍ଟାଗ୍ରାମ ରେ ତାଙ୍କର ୭ ଲକ୍ଷ ର ଫଲୋର୍ଷ ହୋଇଛନ୍ତି ।
ସେ ଏହି ଫଲୋର୍ଷ ଙ୍କୁ ନିଜ ପରିବାର ବୋଲି କହିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କରୋନା ର ଦ୍ଵିତୀୟ ଲହରୀ ଆରମ୍ଭ ହୋଇ ଯାଇଛି ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଏହି ସଂକ୍ରମଣ କୁ ରୋକିବା ପାଇଁ ସରକାର ବହୁ ଗୁଡିଏ କଡ଼ା ପଦକ୍ଷେପ ନେଇଛନ୍ତି ଯେମିତି କୁ କେହି ଘରୁ ନ ବାହାରିବା ପାଇଁ ଲକ୍ ଡାଉନ୍ ର ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ଯୋଗୁ ବହୁ ବ୍ୟକ୍ତି ହଇରାଣ ହେଉଛନ୍ତି ଓ ସେମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ