Breaking News

ଓଡିଆ ସିଙ୍ଗର ଶୋହିନୀ ମିଶ୍ର (Sohini Mishra) ଏହି ହିରୋଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି କଳାକାର ଅଛନ୍ତି ଯେଉଁ ମାନେ ତାଙ୍କ କଳା ମାଧ୍ୟମ ରେ ଦର୍ଶକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ କେହି କେହି କଳାକାର ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ପ୍ରିୟ ହୋଇ ଥାଆନ୍ତି ତ ଆଉ କେହି କେହି ଗୀତ ଗାଈ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥାଆନ୍ତି । ଆଜି ଆମେ ସେମିତି ଜଣେ କଳାକାର ବିଷୟ ରେ ଜାଣିବା ଯିଏ ଗୀତ ଗାଇ ଲୋକ ପ୍ରିୟ ହୋଇପାରିଛନ୍ତି ।

ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି । ତାଙ୍କ ମଧ୍ୟ ରୁ ଅନ୍ୟତମ ସୁନାମ ଧନ୍ୟ ଗାୟିକା ହେଉଛନ୍ତି ସୋହିନୀ ମିଶ୍ର । ଆଜି ଆମେ ଜାଣିବା ସୋହିନି ମିଶ୍ର ଙ୍କ ବିଷୟ ରେ ଏକ ବଡ଼ ଖବର । ତାହେଲେ ଦର୍ଶକ ବନ୍ଧୁ ଏହି ବଡ ଖବର ଟି କଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଶୋହିନି ମିଶ୍ର ଙ୍କ ଗୀତ ଶୁଣି ଥିବେ । ସେ ବିଭିନ୍ନ ସୁପର୍ ହିଟ ଗୀତ ଗାଇ ବେଶ୍ ନାମ କରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ସେ ଓଡ଼ିଆ,ହିନ୍ଦୀ, ବଙ୍ଗାଳୀ ଫିଲ୍ମ୍ ରେ ଗୀତ ଗାଇଛନ୍ତି । ତାଙ୍କ ବାପା ମା ଅଲ୍ ଇଣ୍ଡିଆ ଏଫେମ୍ ରେଡିଓ ର ସିଙ୍ଗର ଅଟନ୍ତି ।

କଟକ ଝିଅ ଶୋହିନୀ ରେଭେନ୍ସା କଲେଜରୁ ବାୟୋ ଟେକ୍ନେଲୋଜି ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ଯେ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ହବା କୁ ଯାଉଛନ୍ତି ସୋହିନୀ । ହଁ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି ସୋହାନି । ଏହି ଲକ୍ ଡାଉନ୍ ସରିଯାଇଛି ତାଙ୍କ ଏନେଗେଞ୍ଜମେଣ୍ଟ । ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନବୀନ ସରକାର ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ମାନଙ୍କୁ ଦେଲେ ବଡ ଉପହାର, ଯଦି ଆପଣ ମିଶନ ଶକ୍ତି ରେ ସଦସ୍ୟ ଅଛନ୍ତି ଏହି ସୁବିଧା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଏସଏଚଜି ଗ୍ରୁପ ଏକ ବଡ ଖବର, ବନ୍ଧୁ ପୂର୍ବ ରୁ …

Leave a Reply

Your email address will not be published. Required fields are marked *