ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି କଳାକାର ଅଛନ୍ତି ଯେଉଁ ମାନେ ତାଙ୍କ କଳା ମାଧ୍ୟମ ରେ ଦର୍ଶକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ କେହି କେହି କଳାକାର ତାଙ୍କ ଅଭିନୟ ମାଧ୍ୟମ ରେ ଲୋକ ପ୍ରିୟ ହୋଇ ଥାଆନ୍ତି ତ ଆଉ କେହି କେହି ଗୀତ ଗାଈ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥାଆନ୍ତି । ଆଜି ଆମେ ସେମିତି ଜଣେ କଳାକାର ବିଷୟ ରେ ଜାଣିବା ଯିଏ ଗୀତ ଗାଇ ଲୋକ ପ୍ରିୟ ହୋଇପାରିଛନ୍ତି ।
ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି । ତାଙ୍କ ମଧ୍ୟ ରୁ ଅନ୍ୟତମ ସୁନାମ ଧନ୍ୟ ଗାୟିକା ହେଉଛନ୍ତି ସୋହିନୀ ମିଶ୍ର । ଆଜି ଆମେ ଜାଣିବା ସୋହିନି ମିଶ୍ର ଙ୍କ ବିଷୟ ରେ ଏକ ବଡ଼ ଖବର । ତାହେଲେ ଦର୍ଶକ ବନ୍ଧୁ ଏହି ବଡ ଖବର ଟି କଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଶୋହିନି ମିଶ୍ର ଙ୍କ ଗୀତ ଶୁଣି ଥିବେ । ସେ ବିଭିନ୍ନ ସୁପର୍ ହିଟ ଗୀତ ଗାଇ ବେଶ୍ ନାମ କରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ସେ ଓଡ଼ିଆ,ହିନ୍ଦୀ, ବଙ୍ଗାଳୀ ଫିଲ୍ମ୍ ରେ ଗୀତ ଗାଇଛନ୍ତି । ତାଙ୍କ ବାପା ମା ଅଲ୍ ଇଣ୍ଡିଆ ଏଫେମ୍ ରେଡିଓ ର ସିଙ୍ଗର ଅଟନ୍ତି ।
କଟକ ଝିଅ ଶୋହିନୀ ରେଭେନ୍ସା କଲେଜରୁ ବାୟୋ ଟେକ୍ନେଲୋଜି ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ଯେ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ହବା କୁ ଯାଉଛନ୍ତି ସୋହିନୀ । ହଁ ବନ୍ଧୁ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି ସୋହାନି । ଏହି ଲକ୍ ଡାଉନ୍ ସରିଯାଇଛି ତାଙ୍କ ଏନେଗେଞ୍ଜମେଣ୍ଟ । ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ