ଦର୍ଶକ ବନ୍ଧୁ ବିବାହ ବନ୍ଧନ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ହାସ୍ୟ କଳାକାର । ସେ ତାଙ୍କ ଅଭିନୟ ରେ ଲୋକ ମାନ ଙ୍କୁ ବହୁତ୍ ହସାଇ ଥାଆନ୍ତି । ତାହାଲେ ଆସନ୍ତୁ ଜାଣିବା କେଉଁ ହାସ୍ୟ କଳାକାର ଏହି ଲକ୍ ଡାଉନ୍ ରେ ହାତ କୁ ଦୁଇ ହାତ ହୋଇଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ଗୁଡୁ । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଗୁଡୁ ଙ୍କ ଫଟୋ ଭାଇରାଳ ହବା ରେ ଲାଗିଛି ଯେଉଁ ଫଟୋ ରେ ଗୁଡୂ ବର ବେଶ୍ ରେ ଦେଖିବାକୁ ମିଳିଛି ତାହାଲେ ସତ୍ ରେ କଣ ଗୁଡୁୁ ଏହି ଲକ୍ ଡାଉନ୍ ରେ ବିବାହ ହୋଇଛନ୍ତି ନା ଏହି ବିବାହ ପଛ ରେ କିଛି ରହସ୍ୟ ଅଛି ତାହାଲେ ଆସନ୍ତୁ ଜାଣିବା ।
ହଁ ବନ୍ଧୁ ଆପଣ ଗୁଡୁ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ତାଙ୍କ ଅଭିନୟ ରେ ଦର୍ଶକ ମାନ ଙ୍କୁ ହସାଇ ହସାଇ ନାକେଦମ କରିଛନ୍ତି । ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିବା ସହିତ ବିଭିନ୍ନ ଧାରାବାହିକ ରେ ଅଭିନୟ ଦେଖାଇ ଘରେ ଘରେ ପରିଚିତ । ସେ ବହୁତ୍ କମ ଦିନ ରେ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିପାରିଛନ୍ତି ।
କିନ୍ତୁ ବର୍ତ୍ତମାନ ସମୟ ରେ ଗୁଡୁ ଙ୍କ ଏକ ଫଟୋ ଭାଇରାଳ ହବା ରେ ଲାଗିଛି । ଯେଉଁଥିରେ ସେ ବର ବେଶ୍ ଧାରଣ କରିଛନ୍ତି ଓ ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । କିନ୍ତୁ ଦର୍ଶକ ସତ୍ କଥା ହେଲା ଯେ ଗୁଡୁ ଙ୍କ ଆଗାମୀ ଦିନ ମାନ ଙ୍କ ମଧ୍ୟରେ ଏକ ଫିଲ୍ମ୍ ଆସୁଅଛି ଯେଉଁଥିରେ ଗୁଡୁ ନଜର ଆସିଛନ୍ତି । ଏହି ସୁଟିଂ ସେଟ୍ ର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ