ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯଦି ଓଡ଼ିଆ ଧାରାବାହିକ ଗୁଡ଼ିକ ଆଜି ଲୋକ ପ୍ରୀୟତା ହାସଲ କରିପାରିଛନ୍ତି କେବଳ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନ ଙ୍କ ପାଇଁ ସେ ମୁଖ୍ୟ ଅଭିନେତ୍ରୀ ହୁଅନ୍ତୁ ବା ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ହୁଅନ୍ତୁ । ଏହି ଅଭିନେତ୍ରୀ ମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ ଧାରାବାହିକ ଗୁଡ଼ିକ ଲୋକ ପ୍ରୀୟତା ହୋଇ ପାରିଛି । ତାହାଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ ସମସ୍ତ ଅଭିନେତ୍ରୀ ଙ୍କୁ ତାଙ୍କ ଭାଇ ଜାଣି ନ ଥିବେ ତାହାଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନ ଙ୍କ ଭାଇ ମାନ ଙ୍କ ବିଷୟ ରେ ।
ରାଧିକା – ଆପଣ ମାନେ ନିଶ୍ଚୟ ଦେଖିଥିବେ ରାଧିକା ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ବୋହୁ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବା ର । ତାଙ୍କ ଏହି ଅଭିନୟ ପାଇଁ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଘରେ ଘରେ ମଧ୍ୟ ପରିଚିତ । ସେ ତାଙ୍କ ଅଭିନୟ ଜାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ତାହାଲେ ଇଏ ହେଉଛନ୍ତି ରାଧିକା ଙ୍କ ଭାଇ ।
ଶ୍ରଦ୍ଧା – ଶ୍ରଦ୍ଧା ଙ୍କୁ ଆପଣ ମାନେ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଏହି ଅଭିନୟ ପାଇଁ ଆଜି କୁଆଁରୀ ବୋହୁ ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ଧାରାବାହିକ ହବା ସହିତ ଲୋକ ପ୍ରିୟ ହୋଇପାରିଛି । ଇଏ ହେଉଛନ୍ତି ଶ୍ରଦ୍ଧା ଙ୍କ ଭାଇ ।
ରୁଦ୍ରୀ – ଆପଣ ମାନେ ନିଶ୍ଚୟ ଜାଣିଥିବେ ରୁଦ୍ରିି ଙ୍କୁ ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ସେ ଏହି ଧାରାବାହିକ ରେ ସେ ମୁଖ୍ୟ ଚରିତ୍ର ଦେଖିବାକୁ ମିଳିଛି । ଏହି ଧାରାବାହିକ ରେ ତାଙ୍କ ନାଗିନୀ ଚରିତ୍ର କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଇଏ ହେଉଛନ୍ତି ରୁଦ୍ରୀ ଙ୍କ ଭାଇ ।
ଏହା ପରେ ଆସୁଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଚୂଳ ବୁଲି ଅଭିନେତ୍ରୀ ଅର୍ଚିତା । ଆପଣ ମାନେ ଜାଣିଥିବେ ଅର୍ଚିତା ଙ୍କୁ ସେ ଗତ କିଛି ଦିନ ତଳେ ସବ୍ୟସାଚୀ ଙ୍କୁ ବିବାହ କରିଥିଲେ । ଇଏ ହେଉଛନ୍ତି ଅର୍ଚିତା ଙ୍କ ଭାଇ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ