Breaking News

ଭିଡିଓ ଦେଖନ୍ତୁ – ସିଦ୍ଧାନ୍ତ ମହାପାତ୍ର (Sidhant Mohapatra) କିପରି ନିଜର ଜନ୍ମ ଦିନ ପାଳନ କରିଲେ

ଦର୍ଶକ ବନ୍ଧୁ ଗତ ଦୁଇ ଦିନ ତଳେ ସାରିଯାଇଛି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବା ମୁନା ଭାଇ ନାମ ରେ ପରିଚିତ ଆମ ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ଦିନ । ସେ ୧୯୬୬ ମସିହା ମେ ୪ ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କୁ ୫୫ ବର୍ଷ ପୁରିଲା । ତାହାଲେ ଆଜି ଆମେ ଜାଣିବା ସେ ତାଙ୍କ ଜନ୍ମ ଦିନ କେମିତି ପାଳନ କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ରାଜ୍ୟ ରେ ଲକ ଡାଉନ ଘୋଷଣା ହେଉଥିବାରୁ ସିଦ୍ଧାନ୍ତ ମହାପାତ୍ର କୌଣଶୀ ପାର୍ଟି ରଖି ନାହାନ୍ତି ।

ସେ ତାଙ୍କ ଘରେ ତାଙ୍କ ପତ୍ନୀ ମାମା ମିଶ୍ର ଓ ପୁଅ ,ଝିଅ ଙ୍କ ସହିତ ତାଙ୍କ ଜନ୍ମ ଦିନ ଟି ପାଳନ କରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମାନେ ତାଙ୍କ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି । ହଁ ବନ୍ଧୁ କିଏ ଅଲିଉଡ ର ବାର୍ଶା କହିକି ଶୁଭେଚ୍ଛା ଜଣାଇଛି ତ ଆଉ କୋଉ ମାନେ ସୁପର ଷ୍ଟାର , ମୁନା ଭାଇ ଇତ୍ୟାଦି ବହୁ ନାମ ଧରି ଶୁଭେଚ୍ଛା ଜଣାଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଶୁଭେଚ୍ଛା ଜଣାଇ ଛନ୍ତି । ଆପଣ ମାନେ ଜାଣିଥିବେ ନବେ ଦଶକ ର ଲୋକ ପ୍ରିୟ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ସେ ବହୁ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ଜୀ ସାର୍ଥକ ରେ ପ୍ରସାରିତ ହେଉଥିବା କେମିତି କହିବି କହ ଧାରାବାହିକ ରେ ଅଭିନୟ କରୁଛନ୍ତି । ଦର୍ଶକ ବନ୍ଧୁ ପ୍ରତି ବର୍ଷ ସିଦ୍ଧାନ୍ତ ମହାପାତ୍ର ତାଙ୍କ ଜନ୍ମ ଦିନ ରେ ପାର୍ଟି ଦେଇଥାନ୍ତି । ଏହେଇ ପାର୍ଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଲକ ଡାଉନ ଘୋଷଣା ହେଉଥିବାରୁ ସେ ତାଙ୍କ ଜନ୍ମ ଦିନ ନିଜ ଘରେ ପରିବାର ଙ୍କ ସହ ବେଶ ଧୂମ ଧାମ ରେ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *