Breaking News

ବଡ ଖବର – ଭିଡିଓ ଦେଖନ୍ତୁ – ଅନୁଭବଙ୍କ ଘରେ ଥାଇ ବର୍ଷା (Varsha) Live ରେ ଆସି ଏମିତି କଣ ପାଇଁ କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଭାରତ ରେ କରୋନା ର ସଂକ୍ରମଣ ବୃଦ୍ଧି ପାଇବା ରେ ଲାଗିଛି । ସେଥିପାଇଁ ସରକାର ବିଭିନ୍ନ କରଜଉନୁଷ୍ଠାନ ଗ୍ରହଣ କରିଛନ୍ତି ଯେମିତି କି ଲକ ଡାଉନ , । ସେହିଭଳି ଆମ ରାଜ୍ୟ ରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ରୁ ବହୁ ଗୁଡିଏ ପଦକ୍ଷେପ ନେଇଛନ୍ତି ଓ ଲୋକ ମାନ ଙ୍କୁ କହିଛନ୍ତି ବିନା କାରଣ ନ ବୁଲିବା ପାଇଁ । କିନ୍ତୁ ବର୍ତ୍ତମାନ ସମୟ ରେ ଲୋକ ମାନ ଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ।

ସେ ଲୋକ ମାନ ଙ୍କୁ କହିଛନ୍ତି ଯେ କାମ ନଥିଲେ ଘରୁ ବାହାରନ୍ତୁ ନାହି ଯଦି କୌଣଶୀ ଜରୁରୀ କାମ ପାଇଁ ବାହାର କୁ ବାହାରୁଛନ୍ତି ତାହାଲେ ମାକ୍ସ ବ୍ୟବହାର କରନ୍ତୁ ଓ ଘର କୁ ଫେରିବା ସମୟ ରେ ହାତ କୁ ଶାବୁନ ରେ ସଫା କରନ୍ତୁ । ଯଦି ଆପଣ ଙ୍କ ଘରେ ବୟସ୍କ ଲୋକ ଅଛନ୍ତି ତାହାଲେ ତାଙ୍କ ଯତ୍ନ ନିଅନ୍ତୁ । ଯଦି ଆପଣ ଏହି ନିୟମ କୁ ପାଳନ ନ କରନ୍ତି ଓ ବାହାରେ ବୁଲା ବୁଲି କରୁଛନ୍ତି ତାହେଲେ ଆପଣ ସଂକ୍ରମିତ ହବା ର ଚାନ୍ସ ଯଥେଷ୍ଟ ଅଧିକ ଅଛି ।

ଆପଣ ମାନ ଙ୍କ ପାଇଁ ଆପଣ ଘରେ ଥିବା ବୟସ୍କ ଲୋକ ପାଇଁ ଆପଣ ବିପଦ ଆଣି ପାରନ୍ତି । ସେଥିପାଇଁ ଆପଣ ଯଦି କୁଆଡେ ଜରୁରୀ କାମ ଯାଉଛନ୍ତି ତାହେଲେ ମାକ୍ସ ର ବ୍ୟବହାର କରନ୍ତୁ ଓ ବାହାରେ ସାମାଜିକ ଦୂରତା କୁ ପାଳନ କରନ୍ତୁ । ଯାହା ଆମ ସରକାର ତରଫ ରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଓ କରୋନା ର ନିୟମ ଗୁଡିକ ପାଳନ କରନ୍ତୁ ଯାହା ଫଳ ରେ ଆମେ କରୋନା କୁ ଖୁବ ଶୀଘ୍ର ହରାଇବା । ଖୁବ ଶୀଘ୍ର ଆମ ରାଜ୍ୟ କରୋନା ଠାରୁ ମୁକ୍ତ ହୋଇ ପାରିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.