ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଖୁବ କମ ଦିନ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ତ ଠୁ ବେଶୀ ସୁନ୍ଦର ତାହାଲେ ଆସନ୍ତୁ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ମଞ୍ଜରି ଟିଭି ରେ ପ୍ରସାରିତ ହେଉଥିବା ନଣନ୍ଦ ପୁଟୁଳି । ଏଥିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନ ଙ୍କୁ ଆପଣ ମାନେ ଜାଣିଥିବେ । ଏହି ଧାରାବାହିକ ଟି ବହୁ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛି ।
କିନ୍ତୁ ଆଜି ଆମେ ଜାଣିବା ଏହି ମଞ୍ଜରି ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା କୁକୀଯ ଙ୍କ ବିଷୟ ରେ ଯେ ସେ କିଭଳି ତାଙ୍କ ନିଜ ଗ୍ରାମ ରେ ମଜା ମସ୍ତି କରୁଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କୁକୀଯ ଙ୍କୁ ସେ ନଣନ୍ଦ ପୁଟୁଳି ଧାରାବାହିକ ରେ ପ୍ରାପ୍ତି ଚରିତ୍ର ରେ ଅଭିନୟ କରୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ନଣନ୍ଦ ପୁଟୁଳି ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଛି ଓ ବେଶ ଲୋକ ପ୍ରିୟତା ହାସଲ କରିଛି । ଏଥି ସହିତ କୁକୀଯ ମଧ୍ୟ ଘରେ ଘରେ ପରିଚିତ ।
କିନ୍ତୁ ବର୍ତମାନ ସମୟ ରେ ସେ ତାଙ୍କ ଗାଁ କୁ ବୁଲିବାକୁ ଯାଇଛନ୍ତି ଓ ସେଠୀ ବହୁ ସାରା ମଜା ମସ୍ତି ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେ ବନ୍ଧୁ କୁକୀଯ ତାଙ୍କ ଗାଁ ରେ ଥିବା ସମସ୍ତ ବୃଦ୍ଧ ଓ ବୃଦ୍ଧି ମାନ ଙ୍କ ସହିତ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମଜା ମସ୍ତି କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ