Breaking News

ଭିଡିଓ ଦେଖନ୍ତୁ – ଗାଁ ରେ ରହି କିପରି ମଜା କରୁଛନ୍ତି ନଣନ୍ଦ ପୁଟୁଳି ଅଭିନେତ୍ରୀ କୁକୁଜି ସ୍ଵାଇଁ (Cookies)

ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଖୁବ କମ ଦିନ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ତ ଠୁ ବେଶୀ ସୁନ୍ଦର ତାହାଲେ ଆସନ୍ତୁ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ମଞ୍ଜରି ଟିଭି ରେ ପ୍ରସାରିତ ହେଉଥିବା ନଣନ୍ଦ ପୁଟୁଳି । ଏଥିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନ ଙ୍କୁ ଆପଣ ମାନେ ଜାଣିଥିବେ । ଏହି ଧାରାବାହିକ ଟି ବହୁ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛି ।

କିନ୍ତୁ ଆଜି ଆମେ ଜାଣିବା ଏହି ମଞ୍ଜରି ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା କୁକୀଯ ଙ୍କ ବିଷୟ ରେ ଯେ ସେ କିଭଳି ତାଙ୍କ ନିଜ ଗ୍ରାମ ରେ ମଜା ମସ୍ତି କରୁଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କୁକୀଯ ଙ୍କୁ ସେ ନଣନ୍ଦ ପୁଟୁଳି ଧାରାବାହିକ ରେ ପ୍ରାପ୍ତି ଚରିତ୍ର ରେ ଅଭିନୟ କରୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ନଣନ୍ଦ ପୁଟୁଳି ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଛି ଓ ବେଶ ଲୋକ ପ୍ରିୟତା ହାସଲ କରିଛି । ଏଥି ସହିତ କୁକୀଯ ମଧ୍ୟ ଘରେ ଘରେ ପରିଚିତ ।

କିନ୍ତୁ ବର୍ତମାନ ସମୟ ରେ ସେ ତାଙ୍କ ଗାଁ କୁ ବୁଲିବାକୁ ଯାଇଛନ୍ତି ଓ ସେଠୀ ବହୁ ସାରା ମଜା ମସ୍ତି ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେ ବନ୍ଧୁ କୁକୀଯ ତାଙ୍କ ଗାଁ ରେ ଥିବା ସମସ୍ତ ବୃଦ୍ଧ ଓ ବୃଦ୍ଧି ମାନ ଙ୍କ ସହିତ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମଜା ମସ୍ତି କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.