ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ ଆମ ଦେଶରେ କୋରୋନା ମହାମାରୀ ତାର ତାଣ୍ଡବ ଲୀଳା ରଚିବାରେ ଲାଗିଛି ।ବର୍ତ୍ତମାନ ସାରା ଦେଶ ରେ କରୋନା ର ସ୍ଥିତି ଯେଭଳି ରହିଛି ତାହା ଦେଶ ବାସି ଙ୍କ ନିଦ ହଜେଇଲାଣି। ତେବେ ବର୍ତ୍ତମାନ ସମୟରେ ସଂକ୍ରମଣ ର ହାର ବଢ଼ିବାରେ ଲାଗିଛି। ତେବେ ଏମିତି କିଛି ରାଜ୍ୟ ଅଛି ଯେଉଁଠି ସ୍ଥିତି ବିଗିଡିବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଭୟାନକ ରହିଛି ମହାରାଷ୍ଟ୍ରର ସ୍ଥିତି । ତେବେ ଏଠାରେ ବହୁତ ମାତ୍ରାରେ ସଂକ୍ରମଣ ବଢ଼ିବାରେ ଲାଗିଛି ଓ ଦିନକୁ ଦିନ ଅଧିକ କୋରୋନା ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି।
ଏହି ସବୁ ଭିତରେ ମହାରାଷ୍ଟ୍ର ରେ ମହାରାଷ୍ଟ୍ର ରେ ଏମିତି ଏକ ଖବର ସାମ୍ନା କୁ ଆସିଛି କି ଜଣେ କୋରୋନା ରୋଗୀ ଙ୍କୁ। ମୃତ ଭାବି ଫୋପାଡ଼ି ଦିଆଯାଇଥିଲା କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ୟ୍ଯ ହେବେ କି ପରେ ଜଣା ପଡିଲା କି ସେହି ବ୍ୟକ୍ତି ଜଣଙ୍କ ଜବିତ ଅଛନ୍ତି ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ସବୁ ଦିନ କୋରୋନା କୁ ନେଇ ଏମିତି କିଛି ଖବର ଶୁଣିବାକୁ ପାଉଥିବେଯାହା ଅତ୍ୟନ୍ତ ଦୁଃ ଖ ଦାୟକ। ତେବେ ଗତ କିଛିଦିନ ତଳେ ସୁରାଟ ରେ ଏମିତି ଏକ ଘଟଣା ଦେଖାଯାଇଥିଲା ଯେଉଁଥିରେ କି ଅଧିକ ମାତ୍ରାରେ କୋରୋନା ରୋଗୀ ଙ୍କର ଶ-ବପୋଡା ଯିବାରୁ ସ-ବ ପଡୁଥିବା ମେସିନ ଟି ଫାଟି ଯାଇଥିଲା ଫଳରେ ସ-ବ ପୋଡିବାକୁ ଜାଗା ନଥିଲା।
ତେବେ ମହାରାଷ୍ଟ୍ର ରେ ସାମ୍ନା କୁ ଆସିଥିବା ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ଏକ ଘରୋଇ ହସ୍ପିଟାଲର ତେବେ ହସ୍ପିଟାଲରେ ଜଣେ ବୃଦ୍ଧ କୋ ରୋନା ରୋଗୀଙ୍କ ମୃ-ତ୍ୟୁ ହୋଇଛି ଭାବି ହସ୍ପିଟାଲର କର୍ମଚାରୀ ମାନେ ତାଙ୍କୁ ପୋଡିବାକୁ ନେଇଯାଇଥିଲେ ଓ ତାଙ୍କୁ ଏକ ରାସ୍ତା କଡରେ ପକାଇ ଦେଇଥିଲେ ଠିକ ସେହି ସମୟରେ କିଛି ସ୍ଥାନୀୟ ଲୋକ ସ-ବ ପାଖକୁ ଯାଇ ଦେଖନ୍ତି ଯେ ସେ -ବି ଟି କିଛି ମାତ୍ରାରେ ହଳିବାରେ ଲାଗୁଚି। ସେତେବେଳେ ସମସ୍ତେ ଜାଣିବାକୁ ପାଇଥିଲେ କି ଏହି ବ୍ୟକ୍ତି ଜଣକ ଜୀବିତ ଅଛନ୍ତି ବୋଲି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ