Breaking News

ତାରିଣୀ ଆଖିର ତାରା ଧାରାବାହିକର ହିରୋ ତୁଷାର (Spalin) ଙ୍କ Family ଫଟୋ ପ୍ରଥମ ଥର ପାଇଁ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଙ୍କ ପରିବାର ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ତାରା ତାରିଣୀ ବଦଳ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାରିଣୀ ଆଖିରେ ତାରା । ଏଥିରେ ଆପଣ ନିଶ୍ଚୟ ଦେଖିଥିବେ ତୁଷାର ଙ୍କ ଜବରଦସ୍ତ ଅଭିନୟ । ହଁ ବନ୍ଧୁ ସେ ଏହି ଧାରାବାହିକ ଟି କରିବା ପୂର୍ବ ରୁ ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି । ତାହେଲେ ଆପଣ ନିଶ୍ଚୟ ଦେଖିଥିବେ ଜି ସାର୍ଥକ ରେ ପୂର୍ବ ରୁ ପ୍ରସାରିତ ହେଉଥିବା ରହିଛି ରହିବି ତୋର ପାଇଁ ଧାରାବାହିକ ରେ ଆଉ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ।

ତାଙ୍କ ଏହି ଅଭିନୟ ଫଳ ରେ ରହିଛି ରହିବି ତୋରି ପାଇଁ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ହୋଇପାରିଥିଲା ଓ ଲୋକ ମାନ ଙ୍କ ପାଖ ରେ ସେ ଅତି ପ୍ରିୟ ହୋଇପାରିଥିଲେ । ତରୁଣ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାରିଣୀ ଆଖିରେ ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି । ତାଙ୍କ ପ୍ରକୃତ ନାମ ହେଉଛି ସପ୍ଲିନ ମିଶ୍ର ।

ସେ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ଘର୍ ହେଉଛି ଯାଜପୁର କିନ୍ତୁ ସେ ସୁଟିଂ ସେଟ୍ ପାଇଁ ସେ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ବାପା ମା ଯାତ୍ରା ଜଗତ ର ଅଭିନେତା ଅଟନ୍ତି । ତାଙ୍କର ମଧ୍ୟ ଏକ ଭଉଣୀ ମଧ୍ୟ ଅଛି । ଆପଣ ମାନେ ନିଶ୍ଚୟ ତାଙ୍କ ପରିବାର ଫଟୋ ଦେଖିଥିବେ ଆମର ଏହି ପେଜ ରେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.