Breaking News

ଭିଡିଓ ଦେଖନ୍ତୁ – ରାତି ଅଧରେ ଆନିଶାଙ୍କ (Aanisha) ଜନ୍ମ ଦିନରେ କଣ ଗିପ୍ଟ ଦେଲେ ସୁଭାଶିଷ (Subhashis)

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ଅନିଶା ଙ୍କ ଜନ୍ମ ଦିନ ଟି କେମିତି ପାଳନ କରିଛନ୍ତି ଶୁଭାଶିଷ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ୍ ଶୁଭାଶିଷ ଓ ଅନିଶା ବହୁତ୍ ଫିଲ୍ମ୍ ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ଲୋପ୍ରିୟତା ହାସଲ କରିପାରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ଶୁଭାଶିଷ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ହେ ପ୍ରଭୁ । ହେ ପ୍ରଭୁ ରେ ଶୁଭାଶିଷ ପ୍ରଭୁ ଚରିତ୍ର ରେ ନଜର ଆସିଛନ୍ତି ।

ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ହେ ପ୍ରଭୁ ଧାରାବାହିକ ଟି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇପାରିଛି । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ତାଙ୍କ ଅଭିନୟ ପାଇଁ ସେ ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି । ପ୍ରଭୁ ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଶୁଭାଶିଷ ଓ ଅନିଶା ଦୁହେଁ ଏକାଠି ବହୁ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି ।

ଏହି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆପଣ ମାନେ ଜାଣିଥିବେ ଯେ ଶୁଭାଶିଷ ଓ ଅନିଶା ଆଗାମୀ ଦିନ ମାନ ଙ୍କ ରେ ବାପା ମା ହବା କୁ ଯାଉଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଶୁଭାଶିଷ ଅନିଶା ଙ୍କ ଜନ୍ମ ଦିନ ଟି କେମିତି ପାଳନ କରିଛନ୍ତି । ହଁ ବନ୍ଧୁ ଅନିଶା ଙ୍କ ଜନ୍ମ ଦିନ ଟି ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି । ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମଜା ମସ୍ତି କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *