Breaking News

ଭିଡିଓ ଦେଖନ୍ତୁ – କଣ ପାଇଁ ବିବାହ ପରେ ଝିଲିକ Live ଭିଡିଓ କରି ଏମିତି କିଛି କହିଲେ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଙ୍କୁ । ହଁ ବନ୍ଧୁ ଝିଲ୍ଲିକ୍ କେତେ ଗୁଡିଏ ସମସ୍ୟା କୁ ନେଇ ଆଲୋଚନା କରିଛନ୍ତି ତାହା ପୁଣି ଡାକ୍ତର ଙ୍କ ସହିତ । ସେ ଯେଉଁ ସମସ୍ୟା କୁ ନେଇ ଆଲୋଚନା କରିଛନ୍ତି ତାହା ବର୍ତମାନ ବ୍ୟକ୍ତି ଜୀବନ ରେ ସେହି ସମସ୍ୟା ଦେଖା ଦେଇଛି । ତାହାଲେ ଆସନ୍ତୁ ଜାଣିବା ସେହି ସମସ୍ୟା ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆଜି କାଲି ବାପା ମା ଙ୍କ ଗୋଟେ ସମସ୍ୟା ହେଉଛି ତାଙ୍କ ପିଲା ମାନ ଙ୍କ ପାଇଁ କାରଣ ପିଲା ମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟ ରେ ଯେଉଁ କାର୍ଯ୍ୟ ପାଇଁ ସେମାନ ଙ୍କୁ କହିଲେ ସେମାନେ ଚିଡ଼ି  ଯାଇ ରା  ଗି ଯାଇଥାଆନ୍ତି ।

ତାହାଲେ ପିଲା ମାନ ଙ୍କ ଏହି ଭଳି ବ୍ୟବହାର କଣ ପାଇଁ ଓ ଏହାର ଉପାୟ । ଏହାର ଉତ୍ତର ରେ ଡାକ୍ତର କହିଛନ୍ତି ଯେ ପିଲା ମାନେ ଏହି ଭଳି ବ୍ୟବହାର କରିବା ର ଗୋଟିଏ କାରଣ ହଉଛି ମୋବାଇଲ । କାରଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ଯାଇଛି ସେଥିପାଇଁ ପିଲା ମାନେ କିଭଳି ଘରେ ରହି ପାଠ ପଢିପାରିବେ ଅନଲାଇନ୍ ସୁବିଧା ରହିଛି । ଏହି ଅନଲାଇନ୍ ରେ ପାଠ ପଢିବା ପାଇଁ ବାପା ମା ତାଙ୍କୁ ଫୋନ୍ ଯୋଗାଇ ଦେଇଥାନ୍ତି ।

ପିଲା ମାନେ ଅନଲାଇନ୍ କ୍ଲାସ୍ କରିଥାନ୍ତି । କିନ୍ତୁ ସେମାନେ ଅନଲାଇନ୍ କ୍ଲାସ୍ ନ କରି ସେ ଅଲଗା ଯାହା ଭିଡିଓ,ଗେମ୍ ଭଳି ଜିନିଷ ଦେଖିଥାନ୍ତି ଓ ଖେଳିଥାନ୍ତି ମଧ୍ୟ । ଏହି ସମୟ ରେ ଯଦି ଆପଣ ତାଙ୍କୁ କୌଣଷି କାର୍ଯ୍ୟ ବିଷୟ ରେ କୁହନ୍ତି ତ ସେମାନେ ରାଗି ଯାଇଥାନ୍ତି । ଏହାର ଉପାୟ ହେଲା ଯେ ଆପଣ ମାନେ ପିଲା ମାନ ଙ୍କ ର ରୋଟିନ କରିଦିଅନ୍ତୁ ।ଏହି ରୋଟିନ୍ ଅନୁଯାୟୀ ସିଏ ସମସ୍ତ କାର୍ଯ୍ୟ କରିବେ ଓ ଅନଲାଇନ୍ କ୍ଲାସ୍ ସମୟ ରେ ଆପଣ ମାନେ ଉପସ୍ଥିତ ରୁହନ୍ତୁ । ଯାହା ଫଳରେ ପିଲା ମାନେ ଧୀରେ ଧୀରେ ବଦଳି ଯିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *