Breaking News

ଭିଡିଓ ଦେଖନ୍ତୁ – Ollywood ଅଭିନେତ୍ରୀ ମାନେ କିପରି ମୁଁ ଇସ୍କୁଲରେ ପଢୁଛି ଗୀତରେ ଡ୍ୟାନ୍ସ କରୁଛନ୍ତି

ଦର୍ଷକ୍ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଏକ ଛୋଟ ପିଲା ର ଭିଡିଓ ବହୁ ପରିମାଣ ରେ ଭାଇରାଳ ହୋଇଥିଲା । ହଁ ବନ୍ଧୁ ଆମେ କହୁଛୁ ବାଲିପାଟଣା ଗ୍ରାମ ର ପ୍ରଥମ ଶ୍ରେଣୀ ପାଠ ପଢୁଥିବା ତ୍ରୈଲୋକ୍ୟ ରାୟ ଙ୍କ ବିଷୟ ରେ ଯାହାର ସ୍କୁଲ ଉଠି ଆଉ ଏକ ମାଇନର ସ୍କୁଲ ଘୁଞ୍ଚି ଯାଇ ତାର ଘର୍ ଠାରୁ ବହୁତ୍ ଦୂର୍ ରେ ରହୁଛି ଏହାର ପ୍ରତିବାଦ ପାଇଁ ଏହି ପ୍ରଥମ ଶ୍ରେଣୀ ପିଲା ତ୍ରୈଲୋକ୍ୟ ଆଗକୁ ଆସି ମିଡ଼ିଆ ଙ୍କ ସାମ୍ନା ରେ ତାର ପରିଚୟ ଦେଇ କହିଥିଲା ଯେ ମୁଁ ସ୍କୁଲ ରେ ପଢୁଛି ମୁଁ ପ୍ରଥମ ଶ୍ରେଣୀ ରେ ପଢୁଛି ଆଉ ମୁଁ କୁଆଡ଼େ ଶୁଣିଲି ଏ ସ୍କୁଲ ଉଠିଯାଇ ମାଇନର୍ଷ ସ୍କୁଲ ପଡୁଛି ।

ଏହି କଥା ଟି ତାର ବହୁ ପରିମାଣ ରେ ଭାଇରାଳ ହୋଇଥିଲା। ଏହି କଥା ଟି ଲୋକ ମାନେ ବହୁତ୍ ପସନ୍ଦ କରିଥିଲେ । ଆଉ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଏହି କଥା ଟି କୁ ନେଇ ଏକ ଛୋଟ ପିଲା ଯାହାର ନାମ ହେଉଛି ଜଗଦିଶ ଏକ ରାପ କରିଥିଲା । ଯେଉଁ ରାପ ଟି ମାତ୍ର କେତେ ଘଣ୍ଟା ମଧ୍ୟ ରେ ଭାଇରାଳ ହୋଇ ଥିଲା । ଏହି ରାପ କୁ ଅନେକ ବ୍ୟକ୍ତି ତାଙ୍କ ଜବରଦସ୍ତ ନାଚ ଦେଖାଇ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଫିଲ୍ମ୍ ଓ ଧାରାବାହିକ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ମୁଁ ସ୍କୁଲ ରେ ପଢୁଛି ମୁଁ ପ୍ରଥମ ଶ୍ରେଣୀ ପଢୁଛି ରାପ ଟି କୁ ନେଇ ଜବରଦସ୍ତ ନାଚ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.