Breaking News

ଦେଖନ୍ତୁ ଭିଡିଓ – ଏମିତି କଣ ହେଲା ଯେ ଅର୍ଚ୍ଚିତା (Archita) ବିବାହ ପରେ Live ଭିଡିଓରେ ଆସି ଏମିତି କିଛି କହିଲେ

ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ତଥା ଚୁଲ ବୁଲି ନାୟିକା ଅର୍ଚିତା ସାହୁ ବିବାହ ପରେ ପ୍ରଥମ ଥର ତାଙ୍କ ଦର୍ଶକ ମାନ ଙ୍କ ପାଇଁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓ ରେ ଅର୍ଚ୍ଚିତା ଦୁଃଖ ର ଖବର ଜଣାଇ ନିଜେ ଦୁଃଖିତ ଅନୁଭବ କରୁଥିବା ର ନଜର ଆସିଛନ୍ତି। ତାହେଲେ କଣ ରହିଛି ଏହି ଦୁଃଖ ର ଖବର ଯେଉଁଥି ପାଇଁ ଅର୍ଚିତା ଦୁଃଖିତ ଅବସ୍ଥା ରେ ତାଙ୍କ ପ୍ରଶଂସକ ନିକଟ କୁ ଏକ ଭିଡିଓ ମାଧ୍ୟମ ରେ ନଜର ଆସିଲେ ତାହେଲେ ଆସନ୍ତୁ ଜାଣିବା ବିବାହ ପରେ ପ୍ରଥମ ଥର ପାଇଁ ଦୁଃଖିତ ଅବସ୍ଥା ରେ ନଜର ଆସିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ଓଡ଼ିଆ ଚଳଚ୍ଚିତ୍ର ର ସୁପର୍ ଷ୍ଟାର୍ ସବ୍ୟାସଚି ଙ୍କୁ ଅର୍ଚିତା ବିବାହ କରିଥିଲେ ।

ସେମାନେ ତାଙ୍କ ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବ ରୁ ଦୁହେଁ ଶପଥ ନେଇଥିଲେ ଯେ ଲୋକ ମାନ ଙ୍କୁ ଏହି କରୋନା ସମୟ ରେ ସହାୟ କରିବା ପାଇଁ । ସେଥିପାଇଁ ସବ୍ୟାର୍ଚିତା ଏହି କରୋନା ସମୟ ରେ ଲୋକ ମନ ଙ୍କୁ ସହାୟ କରିବା ପାଇଁ ଏକ ଲିଙ୍କ ସେୟାର କରିଛନ୍ତି ସେ ଲିଙ୍କ ଟି ହଉଛି http://bit.ly/patient_details_urgent ଏହି ଲିଙ୍କ ମାଧ୍ୟମ ରେ ଆପଣ ମାନେ ସହାୟ ପାଇ ପାରିବେ । ହଁ ବନ୍ଧୁ ଏହି ଲିଙ୍କ ମାଧ୍ୟମ ରେ ଯଦି ଆପଣ ଙ୍କ ମେଡ଼ିସିନ,ଅକ୍ସିଜେନ, ଭେଣ୍ଟିଲେଟର,ଭଳି କୌଣଶୀ ଅସୁବିଧା ହେଲେ ଆପଣ ଏହି ଲିଙ୍କ ମାଧ୍ୟମ ରେ ସହାୟ ପାଇ ପାରିବେ । ହଁ ବନ୍ଧୁ ଏହି କରୋନା ସମୟ ରେ ଆଗେଇ ଆସିଛନ୍ତି ସବ୍ୟ ଓ ଅର୍ଚିତା । ସେମାନେ ଏହି ଲିଙ୍କ ମାଧ୍ୟମ ରେ ଗତ ୪ ଦିନ ଭିତରେ ୧୦୦୦ ରୁ ଉର୍ଦ୍ଧ ଲୋକ ସହାୟ କରି ସାରିଲେଣି ।

ଏକ ଖୁସି ଖବର ହେଲା ଯେ ମେଡିକାଲ୍ ର ସମସ୍ତ ତତ୍କାଳୀନ ଉପଯୋଗୀ ଜିନିଷ ଯେମିତି କୁ ମେଡିସିନ,ଅକ୍ସିଯେନ୍, ଭଳି ଅନେକ ମେଡିକାଲ୍ ଉପଯୋଗୀ ଜିନିଷ ସହାୟ କରିବା ପାଇଁ କେତେକ ବଡ ବଡ ଡାକ୍ତର ଓ ନର୍ସ ତାଙ୍କୁ ସହଯୋଗ କରନ୍ତି । କିନ୍ତୁ ଦୁଃଖ କରିବାର କାରଣ ହଉଛି ଯେ ପ୍ରାୟ ବ୍ୟକ୍ତି ସେହି ଲିଙ୍କ ମାଧ୍ୟମ ରେ ତାଙ୍କ ଫୋନ ନମ୍ବର ଦେଇ ଅସୁବିଧା ଜଣାଇଥାନ୍ତି ଯେମିତି କି ମେଡ଼ିସିନ ହଉ ବା ଅକ୍ସିଜେନ ଭଳି ଅନେକ ଅତ୍ୟନ୍ତ ଗୁରୁତ୍ବ ପୂର୍ଣ ଜିନିଷ ।

ତା ପରେ ସେହି ବ୍ୟକ୍ତି ଅସୁବିଧା ହେଉଥିବା ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ଜିନିଷ କୁ ଏକାଠି କରି ତାଙ୍କ ନିକଟ କୁ କଲ କଲେ ଫୋନ୍ ଉଠାଇ କହିଥାନ୍ତି ଯେ ଅସୁବିଧା ରେ ପଡିଥିବା ବ୍ୟକ୍ତି ଆଉ ଏଇ ଦୁନିଆ ରେ ଆଉ ନାହାଁନ୍ତି କିଏ କହୁଛି ତ ବାପା ଆଉ ନାହାନ୍ତି ତ ଆଉ କିଏ କହୁଛି ଭାଇ ଆଉ ନାହାଁନ୍ତି । ଏହି ଦୁଃଖ ର ଖବର ଶୁଣି ଅର୍ଚିତା ଦୁଃଖିତ ଅନୁଭବ କରୁଛନ୍ତି । କିନ୍ତୁ ତାଙ୍କ ମାନ ଭାଙ୍ଗି ନାହିଁ ସେ ବର୍ତ୍ତମାନ ଚେଷ୍ଟା କରୁଛନ୍ତି ଯେ କିଭଳି ଭାବେ ବହୁ ଶୀଘ୍ର ପେସେଣ୍ଟ ଙ୍କ ପାଖ କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.