Breaking News

ଭିଡିଓ ଦେଖନ୍ତୁ – ଓଡିଆ ସିନେମା ନାୟିକା ଶୀତଳ ପାତ୍ର (Sheetal) କରୋନା ଟୀକା ନେବା ସମୟରେ ନର୍ସଙ୍କୁ ନାକେଦମ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତ୍ରୀ ଅଛନ୍ତି ଯିଏ କି ଅଳ୍ପ ଦିନ ରେ ଜବରଦସ୍ତ ଅଭିନୟ ଓ ନାଚ କରି ବେଶ୍ ଲୋକ ପ୍ରୀୟତା ହାସଲ କରିପାରିଛନ୍ତି । ଠିକ୍ ସେମିତି ଆଜି ଆମେ ଜାଣିବା ସେମିତି ଜଣେ ଅଭିନେତ୍ରୀ ଙ୍କ ଏକ ଭିଡିଓ ବିଷୟ ରେ ଜାଣିବା ଯାହା ସୋସିଆଲ ସୋସିଆଲ ମିଡ଼ିଆ ରେ ଭାଇରାଳ୍ ହୋଇଛି । ତାହାଲେ ଆସନ୍ତୁ ଜାଣିବା ।ହଁ ବନ୍ଧୁ ଆଜି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣା ଶୁଣା ଅଭିନେତ୍ରୀ ଶୀତଳ ମେଡିକାଲ୍ ଯାଇ କରୋନା ଟିକା ନେଇଛନ୍ତି ଓ ଟିକ ନେବା ପରେ ସେଠାରେ ଉପସ୍ଥିତ ଥିବା ନର୍ସ ମାନ ଙ୍କୁ କଣ କହିଛନ୍ତି ଆସନ୍ତୁ ଜାଣିବା ।

ଆପଣ ମାନେ ନିଶ୍ଚୟ ଜାଣିଥିବେ ଶୀତଳ ଙ୍କୁ । ସେ ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଛନ୍ତି । ଶୀତଲ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିବା ସହିତ ଲୋକ ପ୍ରିୟ ହୋଇପାରିଛନ୍ତି ।ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ଶୀତଲ ଭଲ ଅଭିନୟ ଠୁ ଅଧିକ ଭଲ ତାଙ୍କର ନାଚ । ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ଓ ତାଙ୍କ ନାଚ କୁ ବେଶ୍ ପସନ୍ଦ କରିଥାନ୍ତି । ଆପଣ ମାନେ ଜାଣିଥିବେ ଶୀତଲ ଙ୍କ ପ୍ରଥମ ଫିଲ୍ମ ଟି ହଉଛି ଯିଏ ଯାହା କହୁ ମୋର ଢୋ ଏହି ଫିଲ୍ମ ଟି ରେ ଶୀତଲ ତାଙ୍କ ଜବରଦସ୍ତ ଅଭିନୟ ଓ ନାଚ ଫଳ ରେ ଫିଲ୍ମ୍ ଟି ସୁପର ହିଟ ହୋଇଥିଲା ଓ ଦର୍ଶକ ମାନେ ଶୀତକ ଙ୍କ ଅଭିନୟ କୁ ବହୁତ ପସନ୍ଦ କରିଥିଲେ ଓ ସେ ମଧ୍ୟ ଲୋକ ପ୍ରିୟ ହୋଇଛନ୍ତି ।

ଆପଣ ମାନେ ଜାଣିଥିବେ ଯେ ବର୍ତମାନ କରୋନା ସମୟ ରେ ସଂକ୍ରମିତ ସଂଖ୍ୟା ଯେମିତି ବୃଦ୍ଧି ପାଉଛି ସେତିକି ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଏହି ମୃତ୍ୟୁ କୁ ଅଟକାଇବା ପାଇଁ କରୋନା ଟୀକା ହେଉଛି ଉପାୟ । ସେଥିପାଇଁ ଏହା ଖୁବ ଜୋର ସେ ଚାଲିଅଛି ଟୀକା କରଣ ଆମ ରାଜ୍ୟ ରେ। ଏହି କରୋନା ଟୀକା ନେବା ପାଇଁ ଶୀତଳ ପହଞ୍ଚିଁଛନ୍ତି ଟିକା କରଣ ସେଣ୍ଟର୍ ରେ ସେଠାରେ ଟୀକା ନବା ସମୟ ରେ ସେ ଛୋଟ ପିଲା ଙ୍କ ଭଳି କାନ୍ଦିବାକୁ ଲାଗିଲେ ଓ କହୁଛନ୍ତି ‘’କାଟୁଛି ଲୋ ବୋଉ ‘’ ବଡ ପାଟି ରେ କହି କାନ୍ଦୁଥିବା ର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହବା ରେ ଲାଗିଛି । ଯାହା ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *