Breaking News

ଓଡିଆ ସିରିଏଲ କୁଆଁରୀ ବୋହୁ ଅଭିନେତ୍ରୀ ବର୍ଷା (Lumraina) ବାହାଘର ପରେ କେମିତି ଅଛନ୍ତି

ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ତରଙ୍ଗ ଟିଭି ର ଅଭିନେତ୍ରୀ ବର୍ଷା ତାହାଲେ ଆସନ୍ତୁ ଜାଣିବା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବହୁ କମ ଦିନ ରେ ଜବରଦସ୍ତ ଅଭିନୟ ପାଇଁ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ବର୍ଷା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ବର୍ଷା ଙ୍କୁ କୁଆଁରୀ ବୋହୂ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ କରିବା ର ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ କୁଆଁରୀ ବୋହୂ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ହୋଇପାରିଛି ଓ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଘରେ ଘରେ ମଧ୍ୟ ବେଶ୍ ପରିଚିତ । ସେ ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ସେ ଏହି ଧାରାବାହିକ ଟି କରିବା ଆଗରୁ ଅନେକ ଧାରାବାହିକ ଓ ଅନେକ ଆଲବମ୍ ଗୀତ ରେ ଅଭିନୟ କରି ସାରିଛନ୍ତି ।

ବର୍ତ୍ତମାନ ସମୟ ରେ ଏକ ବର୍ଷା ଙ୍କ ଫଟୋ ଭାଇରାଳ ହବା ରେ ଲାଗିଛି ଯେଉଁ ଫଟୋ ରେ ବଧୂ ବେଶ୍ ସାଜିଛନ୍ତି ଓ ରୋଷେଇ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଶାଶୁ ଘରେ ରୋଷେଇ କରୁଥିବାର । କିନ୍ତୁ ଦର୍ଶକ ବନ୍ଧୁ ଏହି ଫଟୋ ଗୁଡ଼ିକ ହଉଛି ତାଙ୍କ ସୁ  ଟିଂ ସେଟ୍ ର ଯାହାକୁ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯାହାକି ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *