Breaking News

ଦେଖନ୍ତୁ ଭିଡିଓ – କୁଆଁରୀ ବୋହୂ ସିରିଏଲର ଶ୍ରଦ୍ଧା ( Priyanka Rath) ନିଜର ଜନ୍ମ କୁ କିପରି ପାଳନ କରିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତ୍ରୀ ଶ୍ରଦ୍ଧା କିପରି ତାଙ୍କ ଜନ୍ମ ଦିନ ପାଳନ କଲେ ଜାଣିଆବ ‘ । ହଁ ଦଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଶ୍ରଦ୍ଧା ଙ୍କୁ । କୁଆଁରୀ ବୋହୁ ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ । ତାଙ୍କ ଜବରଦସ୍ତ ଅଭିଆନେ ଫଳ ରେ ଆଜି କୁଆଁରୀ ବୋହୂ ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ପହଞ୍ଚିଛି ।ସେ ଲୋକ ପାଖ ରେ ଅତି ପ୍ରିୟ ହବା ସହ ସେ ଘରେ ଘରେ ପରିଚିତ ।ଶ୍ରଦ୍ଧା ଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ ।

ତାଙ୍କର ଜନ୍ମ ଦିନ ଟି କୁ ପାଳନ କରିଛନ୍ତି ୧୭ ଏପ୍ରିଲ୍ ରେ ଓ ତାଙ୍କ ଗାଆଁ ର ନାମ ହେଉଛି ବ୍ରହ୍ମପୁର କିନ୍ତୁ ସେ ପିଲାଦିନ ରୁ ହାଇଦ୍ରାବାଦ୍ ରେ ରହୁଥିଲେ । ପ୍ରିୟଙ୍କା ଙ୍କ ପରିବାର ରେ ତାଙ୍କ ବାପା ମା ଓ ପ୍ରିୟଙ୍କା ଙ୍କ ଦୁଇ ସାନ ଭାଇ ଓ ଜଣେ ଭଉଣୀ ଅଛନ୍ତି । ପ୍ରିୟଙ୍କା ଶ୍ରୀ ଚୈତନ୍ୟ ସ୍କୁଲ, ହାଇଦ୍ରାବାଦ୍ ପାଠ ପଢୁଥିଲେ । ତା ପରେ ସେ ଓଡ଼ିଶା କୁ ଆସି ଗ୍ରଜ୍ୟୁଏସନ୍ ସମ୍ପୂର୍ଣ କରିଥିଲେ ଭୁବନେଶ୍ଵର ର ବିଜେପି କଲେଜ ରେ । ପ୍ରିୟଙ୍କା ଙ୍କ ର ପିଲା ଟି ଦିନ ରୁ ଅଭିନୟ ପ୍ରତି ଆଗ୍ରହ ଥିଲା ଓ ପରିବାର ଲୋକେ ବହୁତ୍ ଇଚ୍ଛା କରୁଥିଲେ ଯେ ପ୍ରିୟଙ୍କା ଜଣେ ଭଲ ଅଭିନେତ୍ରୀ ହୁଅନ୍ତୁ ।

ତା ପରେ ସେ ଭୁବନେଶ୍ୱର ରେ କୁଆଁରୀ ବୋହୂ ରେ ଅଡିଷଣ ରେ ସଫଳ ହୋଇ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ତାହେଲେ ଆଜି ଆମେ ଜାଣିବା ଶ୍ରଦ୍ଧା କିପରି ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ହଁ ବନ୍ଧୁ ଶ୍ରଦ୍ଧା ତାଙ୍କ ଜନ୍ମ ଦିନ ଟି ଖୁବ ଧୂମ ଧାମ ରେ ପାଳନ କରିଛନ୍ତି ତାଙ୍କ ପରିବାର ସହ । ବହୁ ମଜା ମସ୍ତି କରିଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *