ଦର୍ଶକ ବନ୍ଧୁ ଆଜି ଆମେ ତରଙ୍ଗ ଟିଭି ର ଅଭିନେତ୍ରୀ ଇତି ଙ୍କ ରିଅଲ ଲାଇଫ ରେ ବୟେ ଫ୍ରେଣ୍ଡ୍ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବ ମେଘା ଧାରାବାହିକ ସିନ୍ଦୁର ର ଅଧିକାର । ଏହି ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ , ଇତି ଜବରଦସ୍ତ ଅଭିନୟ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ସିନ୍ଦୁର ଅଧିକାର ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଛି ।
ତାଙ୍କ ଏହି ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି ଯାହା ଫଳ ରେ ସେ ବହୁ କମ୍ ଦିନ ରେ ଜବରଦସ୍ତ ଅଭିନୟ କରି ସେ ଆଜି ଲୋକ ପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି । ସେ ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଆପଣ ମାନେ ଜାଣିଛନ୍ତି କି ତାଙ୍କ ପ୍ରକୃତ ନାମ କଣ୍ ତାଙ୍କ ପ୍ରକୃତ ନାମ ହେଉଛି ଏଲିଖା । ସେ ଜଣେ ଅଭିନେତ୍ରୀ ହବା ସହ ପାଠ ପଢା କୁ ମଧ୍ୟ ଜାରି ରଖିଛନ୍ତି ।
ତାହାଲେ ଆସନ୍ତୁ ଜାଣିବା ତାଙ୍କ ବୟେଫ୍ରେଣ୍ଡ ଙ୍କ ବିଷୟ ରେ । ହଁ ବନ୍ଧୁ ତାଙ୍କୁ ଏକ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା ଯେ ତାଙ୍କ ବୟେ ଫ୍ରେଣ୍ଡ୍ ବିଷୟ ରେ ଏହାର ଉତ୍ତର ରେ ଇତି କହିଛନ୍ତି ଯେ ମୋର ବର୍ତ୍ତମାନ ସମୟ ରେ କେହି ବୟେ ଫ୍ରେଣ୍ଡ୍ ନାହାନ୍ତି ଯଦି ଆଗାମୀ ଦିନ ମାନ ଙ୍କ ରେ ମିଳନ୍ତି ତାହାଲେ ମୁ ନିଶ୍ଚୟ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଜଣେଇବି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ