Breaking News

ଭିଡିଓ ଦେଖନ୍ତୁ – ହସ୍ପିଟାଲ କଥାକୁ ମାୟା ସିରିଏଲ ଅଭିନେତ୍ରୀ ରୁଦ୍ରୀ (Jasmine) ମୁହଁ ଖୋଲିଲେ, କଣ କହିଲେ ଦେଖନ୍ତୁ

ହଠାତ୍ ନଜର ଆସିଲେ ସୋସିଆଲ ମିଡ଼ିଆ ରେ ତରଙ୍ଗ ଟିଭି ଅଭିନେତ୍ରୀ ଋଦ୍ରିି । ଆପଣ ମାନେ ନିଶ୍ଚୟ ଭାବୁଥିବେ ଯେ ହଠାତ୍ କେମିତି ନଜର ଆସିଲେ ରୁଦ୍ର ତାଙ୍କ ଦେହ ଖରାପ ଥିବାରୁ ସେ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି ତାହେଲେ ସେ କିପରି ସୋସିଆଲ ମିଡ଼ିଆ ରେ ନଜର ଆସିଲେ । ହଁ ବନ୍ଧୁ ରିଅଲ ରେ ରୁଦ୍ର ନଜର ଆସିଛନ୍ତି ସୋସିଆଲ ମିଡ଼ିଆ ରେ କାରଣ ହେଉଛି ତାଙ୍କ ଭାଇରାଳ ହେଉଥିବା ଭିଡିଓ ଟି ଯେଉଁ ଭିଡିଓ ରେ ରୁଦ୍ରୀ ଙ୍କୁ କରିବା ହେଉଥିବାରୁ ସେ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର ଟି ।

ଦର୍ଶକ ବନ୍ଧୁ ଏହି ଖବର ଟି ମିଛ ଅଟେ ଏହା ନିଜେ ରୁଦ୍ରୀ ସୂଚନା ଦେଇଛନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେ ଆହୁରି ବି  ରକ୍ତ ହୋଇ କହିଛନ୍ତି ଯେ ଏହି ଭଳି ମିଛ ଖବର ଭାଇରାଳ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି କାରଣ ଏହି ଭିଡିଓ ଟି ଭାଇରାଳ ହବା ପରେ ତାଙ୍କ ପରିବାର ଲୋକ,ତାଙ୍କ ସାଙ୍ଗ ସାଥି ଓ ବିଭିନ୍ନ ସମ୍ପର୍କୀୟ ମନେ ତାଙ୍କୁ ଫୋନ୍ କରି ବି  ରକ୍ତ କରି ସାରିଲେଣି ।

ସେଥିପାଇଁ ସେ ବାଧ୍ୟ ହୋଇ ଭିଡିଓ ଟି କରିଛନ୍ତି ଯେ ସେ ବର୍ତ୍ତମାନ ସେ ଭଲ ଅଛନ୍ତି ଓ ସୁସ୍ଥ ମଧ୍ୟ ଅଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କ ବିପି ଲୋ ହୋଇଯିବା ରୁ ସେ ମେଡିକାଲ୍ ଯାଇଥିଲେ ଓ ମେଡିକାଲ୍ ଯାଇ ସେହିଦିନ ଘର୍ କୁ ପଳାଇ ଆସିଥିଲେ । ଏହି ସବୁ କଥା କହି ସେ ଅନୁରୋଧ କରିଛନ୍ତି ଯେ ଏହି ଭଳି ମିଛ ଖବର ପ୍ରଚାର କରନ୍ତୁ ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *