Breaking News

ଭିଡିଓ ଦେଖନ୍ତୁ – ନିଜ ପୁଅର ଡାକ ନାମ କଣ ରଖିଲେ ବାବୁଶାନ (Babushan) ସମସ୍ତଙ୍କ ଆଗରେ କହିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବାବୁଶାନ ତାଙ୍କ ପୁଅ ର ପ୍ରକୁତ ନାମ କଣ କଣ ରଖିଛନ୍ତି ଓ ତାଙ୍କ ଡାକ ନାମ କଣ ରଖିଛନ୍ତି ଜାଣିବା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ବାବୁଶାନ ଙ୍କୁ ସେ ଅନେକ ଫିଲ୍ମ ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ନାମ ଅର୍ଜନ କରିବା ସହ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ ଙ୍କୁ ବହୁତ ପସନ୍ଦ କରିଥାଆନ୍ତି ।

ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ହିରୋଇନ ଯେମିତି ରିୟା,ଭୂମିକା,ଶିବାନୀ,ଏଲିନା ,ସୁପ୍ରିୟା,ଅର୍ଚିତା,ଭଳି ଅନେକ ଜଣା ଶୁଣା ଅଭିନେତ୍ରୀ ଙ୍କ ସହ ଅଭିନୟ କରିଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତାଙ୍କ ବାପା ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଉତ୍ତମ ମହାନ୍ତି ଓ ମା ମଧ୍ୟ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି । ବାବୁଶାନ ତାଙ୍କ ଛୋଟ ବେଳ ର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ । ଦୂନହେ ଦୁହି ଙ୍କୁ ଛୋଟ ବେଳୁ ଭଲ ପାଉଥିଲେ କିନ୍ତୁ ତାଙ୍କର ଏହି ଭଲ ପାଇବା ବେଶୀ ଦିନ ଯାଏ ରହିନଥିଲା ସେମାନେ ପରବର୍ତୀ ସମୟ ରେ ୨୦୧୪ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ଗତ କିଛି ଦିନ ତଳେ ବାବୁଶାନ ଙ୍କଅ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛି । ଏହି ଖୁସି ରେ ବାବୁଶାନ ସମସ୍ତ ଅଭିନେତା ଙ୍କୁ ପାର୍ଟି ମଧ୍ୟ ଦେଇଛନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ବାବୁଶାନ ତାଙ୍କ ପୁଅ ର ନାମ କଣ ଓ ଡାକ ନାମ କଣ ଦେଇଛନ୍ତି । ବାବୁଶାନ ତାଙ୍କ ର ପୁଅ ର ନାମ ଦେଇଛନ୍ତି ସାମର୍ଥ ମହାନ୍ତି ଓ ଡାକ ନାମ ଦେଇଛନ୍ତି ଗ୍ୱାନ୍ , ଏହାକୁ ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ପାଇଁ ସେୟାର କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *