ଦର୍ଶକ ବନ୍ଧୁ ପୁଣି ଚର୍ଚ୍ଚା ରେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି। ତାହେଲେ ଆସନ୍ତୁ ଜାଣିବା ସେ ଖବର ଟି କଣ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣେ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିବା ର । ସେ ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର୍ ହିଟ ହୋଇଥିଲା । ବର୍ଷା ଓ ଅନୁଭବ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିଥିଲେ ।
ଫିଲ୍ମ୍ ରେ ଅଭିନୟ କରୁ କରୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ଗତ କିଛି ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପାରିବାରିକ ବିବାଦ ଯୋଗୁ ଦୁହେଁ ଦୁହିଁଙ୍କ ଠୁ ଅଲଗା ହୋଇଯାଇଥିଲେ । ଏହି ପାରିବାରିକ ବିବା ଦ ପାଇଁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ସମାଧାନ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ଆଗାମୀ ଦିନ ମାନ ଙ୍କ ରେ ମାମଲା ଶୁଣାଣି ହବ ।
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି ଯେ ବର୍ଷା ପ୍ରିୟଦର୍ଶିନୀ ପୁଣି ଗରିବ ପିଲା ଙ୍କୁ ସାହାର୍ଯ୍ୟ କରିଛନ୍ତି । ହଁ ବନ୍ଧୁ ଅନାର୍ଥ ପିଲା ମାନ ଙ୍କୁ ବହି , ଖାତା, ଓ ଖାଇବାକୁ ଦେଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି । ବନ୍ଧୁ ଗଣ ଖାଲି ସେତିକି ନୁହେଁ ସେ ଯେଉଁ ବୃଦ୍ଧା ଓ ବୃଦ୍ଧି ଙ୍କ ର କେହି ନାହାନ୍ତି ତାଙ୍କୁ ସାହାର୍ଯ୍ୟ କରି ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ଆଗକୁ ମଧ୍ୟ ଏହି ଭଳି ଭାବେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବେ ବୋଲି ପ୍ରତଶ୍ରୁତି ଦେଇଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ