Breaking News

ଭିଡିଓ ଦେଖନ୍ତୁ – ଗରିବ ପିଲା ମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha)

ଦର୍ଶକ ବନ୍ଧୁ ପୁଣି ଚର୍ଚ୍ଚା ରେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି। ତାହେଲେ ଆସନ୍ତୁ ଜାଣିବା ସେ ଖବର ଟି କଣ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣେ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିବା ର । ସେ ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର୍ ହିଟ ହୋଇଥିଲା । ବର୍ଷା ଓ ଅନୁଭବ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିଥିଲେ ।

ଫିଲ୍ମ୍ ରେ ଅଭିନୟ କରୁ କରୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ଗତ କିଛି ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପାରିବାରିକ ବିବାଦ ଯୋଗୁ ଦୁହେଁ ଦୁହିଁଙ୍କ ଠୁ ଅଲଗା ହୋଇଯାଇଥିଲେ । ଏହି ପାରିବାରିକ ବିବା  ଦ ପାଇଁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ସମାଧାନ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ଆଗାମୀ ଦିନ ମାନ ଙ୍କ ରେ ମାମଲା ଶୁଣାଣି ହବ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି ଯେ ବର୍ଷା ପ୍ରିୟଦର୍ଶିନୀ ପୁଣି ଗରିବ ପିଲା ଙ୍କୁ ସାହାର୍ଯ୍ୟ କରିଛନ୍ତି । ହଁ ବନ୍ଧୁ ଅନାର୍ଥ ପିଲା ମାନ ଙ୍କୁ ବହି , ଖାତା, ଓ ଖାଇବାକୁ ଦେଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି । ବନ୍ଧୁ ଗଣ ଖାଲି ସେତିକି ନୁହେଁ ସେ ଯେଉଁ ବୃଦ୍ଧା ଓ ବୃଦ୍ଧି ଙ୍କ ର କେହି ନାହାନ୍ତି ତାଙ୍କୁ ସାହାର୍ଯ୍ୟ କରି ବର୍ତ୍ତମାନ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ଆଗକୁ ମଧ୍ୟ ଏହି ଭଳି ଭାବେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବେ ବୋଲି ପ୍ରତଶ୍ରୁତି ଦେଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *