Breaking News

ଭିଡିଓ ଦେଖନ୍ତୁ – କିପରି ନିଆରା ଢଙ୍ଗରେ ନିଜର ସାଦ ଖିଆ ଉତ୍ସବ ପାଳନ କରିଲେ ଅଭିନେତ୍ରୀ ଆନିଶା (Aanisha)

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ କିପରି ପାଳନ କଲେ ଆନିଶା ତାଙ୍କର ସାଦ ଖିଆ ଉତ୍ସବ ଟି ଜାଣିବା ଆମର ଏହି ପେଜ ମାଧ୍ୟମରେ ।ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅନିଶା ମା ହବା କୁ ଯାଉଛନ୍ତି । ଅନିଶା ଙ୍କୁ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ, ଅନେକ ଚଳଚ୍ଚିତ୍ର । ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ସେ ଚଳଚ୍ଚିତ୍ର ରେ ଅଭିନୟ କରିବା ସହିତ ବହୁ ଗୁଡ଼ିଏ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଜବରଦସ୍ତ ଅଭିନୟ କରୁ ସମସ୍ତ ଧାରାବାହିକ ଗୁଡ଼ିକ ନମ୍ୱର୍ ୱାନ ହୋଇପାରିଥିଲା ।

ଆପଣ ମାନେ ଜାଣିଛନ୍ତି କି ଆନିସା କାହାକୁ ବିବାହ କରିଛନ୍ତି ଯଦି ଜାଣି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ହଁ ବନ୍ଧୁ ଆଣିଶା ବିବାହ କରିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ଶୁଭାଶିଷ ଙ୍କୁ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଶୁଭାଶିଷ ଙ୍କୁ । ବର୍ତ୍ତମାନ ସମୟ ରେ ଶୁଭାଶିଷ ଙ୍କ ଏକ ଧାରାବାହିକ ପ୍ରସାରିତ ହେଉଛି ଜି ସାର୍ଥକ ରେ ଯାହାର ନାମ ହେଉଛି ହେ ପ୍ରଭୁ । ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ୍ ରୁ ଭଲ ପାଇ ବିବାହ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଅନିଶା ଓ ଶୁଭାଶିଷ ବାପା,ମା ହବାକୁ ଯାଉଛନ୍ତି ।

ତାହେଲେ ଆସନ୍ତୁ ଜାଣିବା ଯେ ସେ କିପରି ତାଙ୍କ ସାଦ ଖୁଆ ଉତ୍ସବ ଟି ପାଳନ କଲେ । ହଁ ବନ୍ଧୁ ଅନିଶା ତାଙ୍କ ସାଦ୍ ଖିଆ ଉତ୍ସବ ଟି ସେ ଭିଡିଓ କନଫେନ୍ସ ମାଧ୍ୟମ ରେ ଏହି ଉତ୍ସବ ଟି ପାଳନ କରିଛନ୍ତି । କରୋନା ସମୟ ରେ ଯେଉଁଭଳି ଭାବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ତାକୁ ଓ ନିଜ ବେବୀ ର ସୁରକ୍ଷିତ ପାଇଁ ସାଦ ଖିଆ ଉତ୍ସବ ଟି ଭିଡିଓ କନଫେନ୍ସ ମାଧ୍ୟମ ରେ କରୁଛନ୍ତି ଯେଉଁ ଭିଡିଓ ଟି କି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.