Breaking News

ରାଜ୍ୟ ସରକାରଙ୍କ ବଡ ନିସ୍ପତି, ଫୁଣି ହେଲା ଲକଡାଉନ! ଏହି ସମୟରେ କଣ ବନ୍ଦ କଣ ଖୋଲା ରହିବ ଜାଣନ୍ତୁ, ଅନ୍ୟ ମାନଙ୍କୁ ସେୟାର କରି ଜଣାନ୍ତୁ

ରାଜ୍ୟ ସରକାର ଙ୍କ ବଡ ନିଷ୍ପତି ଆସନ୍ତା ମେ ୦୫ ତାରିଖ ରୁ ୧୯ ତାରିଖ ପର୍ଯନ୍ତ ଲକ ଡାଉନ ହେବ ବୋଲି ଘୋଷଣା କରିଛନ୍ତି । ଏହି କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇ ଯାଇଛି । ଏହାରି ପ୍ରଭାବ ରେ ଆମ ରାଜ୍ୟ ରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବା ରେ ଲାଗିଛି । ବୈଜ୍ଞାନିକ ମତ୍ତ ଅନୁଯାୟୀ ଆମ ଓଡ଼ିଶା ରେ କରୋନା ର ସଂକ୍ରମଣ ମେ ଦ୍ବିତୀୟ ସପ୍ତାହ ରେ ହ୍ରାସ ପାଇବା କଥା କିନ୍ତୁ ଏହା ହବା ବଦଳ ରେ କରୋନା ଆହୁରି ବୃଦ୍ଧି ପାଇବା ରେ ଲାଗିଛି । ଏହି ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଲକ ଡାଉନ ର ଘୋଷଣା କରିଛନ୍ତି ।

ଏହି ଲକ ଡାଉନ ଆସନ୍ତା ବୁଧ ବାର ସକାଳ ଠାରୁ ୧୯ ତାରିଖ ବୁଧ ବାର ପର୍ଯନ୍ତ ଏହି ଲକ ଡାଉନ ବଳବତ୍ତର ରହିବ । ତାହେଲେ ଆସନ୍ତୁ ଜାଣିବା ଏହି ଲକ ଡାଉନ ରେ କଣ ଖୋଲା ରହିବ କଣ ବନ୍ଦ ରହିବ ଆସନ୍ତୁ ଜାଣିବା । ଏହି ସମୟ ରେ ଜରୁରୀ ସେବା କୁ ଛାଡିଦେଲେ ସବୁ କିଛି ବନ୍ଦ ରହିବ । ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ରେ ସମସ୍ତ ଦୋକାନ ,ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । କିନ୍ତୁ କଟକଣା ସମୟ ରେ ସମସ୍ତ ମେଡ଼ିକାଲ,କ୍ଲିନିକ,ନର୍ସିଂହୋମ ମେଡ଼ିସିନ ସ୍ଟୋର ଆଦି ଖୋଲା ରହିବ ।

ସକାଳ ସମୟ ରେ ମାଛ,ମାଂସ ଅଣ୍ଡା , ଦୋକାନ ଖୋଲା ରହିବ ଏହି ସବୁ ଜିନିଷ ଗୁଡିକ ହୋମ ଡେଲିଭର ମାଧ୍ୟମ ରେ ଦିଆଯିବ । ସେହିପରି ସମସ୍ତ ଅଫିସ ,ଦୋକାନ ବଜାର,ବାଣିଜ୍ୟିକ ପ୍ରତିଷ୍ଠାନ,ଶିକ୍ଷାନୁଷ୍ଠାନ ଭଳି ଅନେକ ଗମନା ଗମନ ଜିନିଷ ବନ୍ଦ ରହିବ । ସମସ୍ତ ପାନ ଦୋକାନ,ହଲ,ଷପିଙ୍ଗ ମାଳ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର ,ଶିକ୍ଷାନୁଷ୍ଠାନ,ଜିମ ମଧ୍ୟ ବନ୍ଦ ରହିବ । ଗମନା ଗମନ ପାଇଁ ଯାଉଥିବା ବସ ମଧ୍ୟ ବନ୍ଦ ରହିବ । ଅଟୋ ରିସ୍କା ,ସେଲୁନ ,ସ୍ପା,ବିଭିନ୍ନ ପାର୍ଲର ମନ୍ଦିର ଆଦି ବଡ ରହିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *