ରାଜ୍ୟ ସରକାର ଙ୍କ ବଡ ନିଷ୍ପତି ଆସନ୍ତା ମେ ୦୫ ତାରିଖ ରୁ ୧୯ ତାରିଖ ପର୍ଯନ୍ତ ଲକ ଡାଉନ ହେବ ବୋଲି ଘୋଷଣା କରିଛନ୍ତି । ଏହି କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇ ଯାଇଛି । ଏହାରି ପ୍ରଭାବ ରେ ଆମ ରାଜ୍ୟ ରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବା ରେ ଲାଗିଛି । ବୈଜ୍ଞାନିକ ମତ୍ତ ଅନୁଯାୟୀ ଆମ ଓଡ଼ିଶା ରେ କରୋନା ର ସଂକ୍ରମଣ ମେ ଦ୍ବିତୀୟ ସପ୍ତାହ ରେ ହ୍ରାସ ପାଇବା କଥା କିନ୍ତୁ ଏହା ହବା ବଦଳ ରେ କରୋନା ଆହୁରି ବୃଦ୍ଧି ପାଇବା ରେ ଲାଗିଛି । ଏହି ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଲକ ଡାଉନ ର ଘୋଷଣା କରିଛନ୍ତି ।
ଏହି ଲକ ଡାଉନ ଆସନ୍ତା ବୁଧ ବାର ସକାଳ ଠାରୁ ୧୯ ତାରିଖ ବୁଧ ବାର ପର୍ଯନ୍ତ ଏହି ଲକ ଡାଉନ ବଳବତ୍ତର ରହିବ । ତାହେଲେ ଆସନ୍ତୁ ଜାଣିବା ଏହି ଲକ ଡାଉନ ରେ କଣ ଖୋଲା ରହିବ କଣ ବନ୍ଦ ରହିବ ଆସନ୍ତୁ ଜାଣିବା । ଏହି ସମୟ ରେ ଜରୁରୀ ସେବା କୁ ଛାଡିଦେଲେ ସବୁ କିଛି ବନ୍ଦ ରହିବ । ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ରେ ସମସ୍ତ ଦୋକାନ ,ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । କିନ୍ତୁ କଟକଣା ସମୟ ରେ ସମସ୍ତ ମେଡ଼ିକାଲ,କ୍ଲିନିକ,ନର୍ସିଂହୋମ ମେଡ଼ିସିନ ସ୍ଟୋର ଆଦି ଖୋଲା ରହିବ ।
ସକାଳ ସମୟ ରେ ମାଛ,ମାଂସ ଅଣ୍ଡା , ଦୋକାନ ଖୋଲା ରହିବ ଏହି ସବୁ ଜିନିଷ ଗୁଡିକ ହୋମ ଡେଲିଭର ମାଧ୍ୟମ ରେ ଦିଆଯିବ । ସେହିପରି ସମସ୍ତ ଅଫିସ ,ଦୋକାନ ବଜାର,ବାଣିଜ୍ୟିକ ପ୍ରତିଷ୍ଠାନ,ଶିକ୍ଷାନୁଷ୍ଠାନ ଭଳି ଅନେକ ଗମନା ଗମନ ଜିନିଷ ବନ୍ଦ ରହିବ । ସମସ୍ତ ପାନ ଦୋକାନ,ହଲ,ଷପିଙ୍ଗ ମାଳ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର ,ଶିକ୍ଷାନୁଷ୍ଠାନ,ଜିମ ମଧ୍ୟ ବନ୍ଦ ରହିବ । ଗମନା ଗମନ ପାଇଁ ଯାଉଥିବା ବସ ମଧ୍ୟ ବନ୍ଦ ରହିବ । ଅଟୋ ରିସ୍କା ,ସେଲୁନ ,ସ୍ପା,ବିଭିନ୍ନ ପାର୍ଲର ମନ୍ଦିର ଆଦି ବଡ ରହିବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ