Breaking News

୮ ନଭେମ୍ବର ମଙ୍ଗଳବାର ଲାଗିବାକୁ ଯାଉଛି ଚନ୍ଦ୍ର ଗ୍ରହଣ ଏହି ଦିନରେ 8ଟି ରାଶି ଭାଗ୍ୟବାନ, ଏବଂ 4ଟି ରାଶି ହୋଇଯାଆନ୍ତୁ ସାବଧାନ ଏହି Chandra ଗ୍ରହଣରେ !

ନମସ୍କାର ବନ୍ଧୁଗଣ ଆସନ୍ତା କାଲି ଅର୍ଥାତ୍ ୮ ତାରିଖ ମଙ୍ଗଳ ବର ଦିନ ଲାଗୁଥିବା ଚନ୍ଦ୍ର ଗ୍ରହଣ ବା ଗ୍ରହଣ ଲାଗିବା ର ସମୟ ହେଉଛି ୮ ନଭେମ୍ବର ମଙ୍ଗଳ ବାର ଦିନ ୨ ଟା ୪୦ ମିନିଟ୍ ରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ୧୮ ମିନିଟ୍ ରେ ଶେଷ ହେବ | ଏହି ଗ୍ରହଣ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାବରେ ସୌର ମଣ୍ଡଳ ରେ ଜାରି ହେବ ଏହି ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଲାଗିଥିବାରୁ ସମସ୍ତ କ ମନରେ ଚିନ୍ତା ରହିଛି କୁ ଏହି ବର୍ଷ ବୋଇତ ବନ୍ଦାଣ ଓ ଡଙ୍ଗା ଭଷା ପାଳନ କରାଯିବା ନା ନାହିଁ | ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଗ୍ରହଣ ଲାଗିବା ସମୟ ଓ ମୋକ୍ଷ କରିବସମୟ ଓ ଏହା ଓଡ଼ିଶା ରେ କେଉଁ ସମୟରେ ଲାଗିବା ସୂତକ ସମୟ ବା ହାଣ୍ଡି ଛାଡ଼ ସମୟ ଓ ବୋଇତ ବନ୍ଦାଣ ର ସମୟ ସୀମା ବିଷୟରେ ଜାଣିବା ଯାହା କି ପାଞ୍ଜିର ନିର୍ଭୁଲ ଗଣନା ଅଟେ |

ଶେଷରେ ଜାଣିବା କେଉଁ ରାଶି ରେ ପ୍ରଭାବ ପଡ଼ିବ ଆଉ କେଉଁ ରାଶି ରେ ପ୍ରଭାବ ପଡ଼ିବ ନାହିଁ ଏବଂ ଏହି ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ମାନେ କଣ କାରବା ଉଚିତ୍ କଣ କରିବ ଉଚିତ୍ ନୁହେଁ | ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ ଏହି ମହଜଗତିକ ଦୃଶ୍ୟ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀ ର ବିଶେଷ ଅବସ୍ଥାନ କୁ ନେଇ ଘଟି ଥାଏ ପ୍ରତ୍ୟେକ ଦିନ ମହାକାଶରେ ଗ୍ରହ ଓ ନକ୍ଷତ୍ର ମାନକର ଅବସ୍ଥାନ ରେ କେତେ ତା ପରିବର୍ତନ କାରଣ ରୁ ପ୍ରତ୍ୟେକ ଦିନର ତିଥି ଆଉ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ | ଚନ୍ଦ୍ର ଚାରିପଟେ ପୃଥିବୀ ଏବଂ ପୃଥିବୀର ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରିଥାନ୍ତି ଯେତେବେଳେ ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖା ରେ ଅବସ୍ଥାନ କରିଥାନ୍ତି |

ସେତେବେଳେ ପୃଥିବୀ ପୃଷ୍ଠରେ ଚନ୍ଦ୍ର ଗ୍ରହଣ ଲାଗିଥାଏ ସାଧାରଣତଃ ଗ୍ରହଣ ଲାଗିବା ର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ଼ କରାଯାଇଥାଏ ଏହି ସମୟ କୁ ଆମେ ଶୁତକ୍ ସମୟ ବୋଲି ମଧ୍ୟ କହିଥାଉ ଏହି ଗ୍ରହଣ ଲାଗୁଥିବା ସମୟ ରେ ଖାଦ୍ୟ ଗ୍ରହଣ କରିବା କୁ ବାରଣ କରାଯାଇଅଛି ଏହି ଚନ୍ଦ୍ର ଗ୍ରହଣ ର ସୁତାକ୍ ସମୟ ହେଉଛି ୫ ଟା ୪୦ ମିନିଟ୍ ରୁ ଆରମ୍ଭ ହେବ | ଏବଂ ସନ୍ଧ୍ୟା ୬ ଟା ୧୮ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ ଏହି ସମୟ ରେ ଦେବ ନୀତି ରନ୍ଧନ କାର୍ଯ୍ୟ କରିବା ନିଷେଧ ଅଟେ ଏହି ଗ୍ରହଣ ସରିବା ପରେ ସ୍ନାନ କରି ଦେବ ନୀତି ଓ ରନ୍ଧନ କାର୍ଯ୍ୟ ଆରମ୍ଭ କରି ପାରିବେ ଏହି ସୂତକ କାଳ ଶିଶୁ ବୃଦ୍ଧ ବ୍ୟକ୍ତି ଓ ରୋଗୀ ମାନକ ପାଇ ପାଲାନୀୟ ନୁହେ ଏହି ଗ୍ରହଣ ମହାକାଶ ରେ ପ୍ରାୟ ତିନି ଘଣ୍ଟା ୩୮ ମିନିଟ୍ ଏବଂ ୩୬ ସେକେଣ୍ଡ ପର୍ଯ୍ୟନ୍ତ ରହିବ |

କିନ୍ତୁ ଚନ୍ଦ୍ର ଉଦୟ ସନ୍ଧ୍ୟା ୫ ଟା ବାଜି ୧୦ ମିନିଟ୍ ରୁ ଆରମ୍ଭ ହୋଇଥିବା ରୁ ଏହି ଗ୍ରହଣ ଓଡ଼ିଶା ରେ ସନ୍ଧ୍ୟା ୫ ଟା ୧୦ ରେ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୧୮ ରେ ଶେଷ ହେବ ଏହି ସମୟରେ ଆପଣ ମାନେ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ଓଡ଼ିଶା ରେ ପାଇ ପାରିବେ ଏହି ଗ୍ରହଣ ଓଡ଼ିଶା ପ୍ରାୟ ୧ ଘଣ୍ଟା ୮ ମିନିଟ୍ ୩୬ ସେକେଣ୍ଡ ଦୃଶ୍ୟ ମାନ ହେବ ଏହାର ପକ ନିଷେଧ ୫ ଟା ୪୦ ରୁ ଆରମ୍ଭ ହେଉଥିବା ରୁ ଆପଣ କୁ ଏହି ସମୟ ପୂର୍ବରୁ ଡଙ୍ଗା ଭଷା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡିବ ଏବଂ ଏହା ପରେ ଆପଣ ମାନେ ହାଣ୍ଡି ଛାଡ଼ କରି ପାରିବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ | ଏହି ଗ୍ରହଣ ଠାରୁ କେତେ କ ଗ୍ରହ ମାନକ ରେ ପରିବର୍ତନ ଦେଖିବାକୁ ମିଳିବ ଗ୍ରହ ମାନ କର ପରିବର୍ତନ କାରଣ ରୁ କିଛି ରାଶି ମାନକ ଉପରେ ଅଶୁଭ ପ୍ରଭାବ ପଡ଼ିବା କୁ ଯାଉଥିବା ବେଳେ |

କେତେକ ରାଶି ମାନକ ଉପରେ ଏହି ଗ୍ରହଣ ର ଶୁଭ ପ୍ରଭାବ ପଡ଼ିବ ତେବେ ରାଶି ଚକ୍ର ର ବାର ଗୋଟି ରାଶି ମାନକ ମଧ୍ୟ ରୁ କେବଳ ଏହି ୮ ଟି ରାଶି ମାନକ ଉପରେ ଏହି ଗ୍ରହଣ ର ଶୁଭ ପ୍ରଭାବ ପଡ଼ିବା କୁ ଯାଉଅଛି ତେବେ ସେହି ସବୁ ଭାଗ୍ୟ ଶାଳୀ ରାଶି ମାନେ ହେଉଛନ୍ତି ବୃଷ ରାଶି ମିଥୁନ ରାଶି କର୍କଟ ରାଶି କନ୍ୟା ରାଶି ତୁଳା ରାଶି ବିଛା ରାଶି ମକର ରାଶିକୁ ଏବଂ କୁମ୍ଭ ଏଥି ସହିତ ମେଷ ରାଶି ସିଂହ ରାଶି ଧନୁ ରାଶି ଏବଂ ମୀନ ରାଶି ର ବ୍ୟକ୍ତି ବିଶେଷ ମାନକ ଉପରେ ଏହି ଗ୍ରହଣ ର ଅଶୁଭ ପ୍ରଭାବ ପଡ଼ିବ ପାଇ ଯାଉଅଛି ଏଣୁ ଏହି ଚାରିଟି ରାଶି ର ବ୍ୟକ୍ତି ବିଶେଷ ମାନେ ଚନ୍ଦ୍ର ଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା କୁ ଚେଷ୍ଟା କରନ୍ତୁ ଏବଂ ଭଗବାନ କ ନାମ ଜପ କରନ୍ତୁ |

ଏବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳା ମାନେ ଏହି ଗ୍ରହଣ ଲାଗୁଥିବା ସମୟ ରେ କିପରି ସାବଧାନ ରହିବେ ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇ ବୋହୁତ ଅଶୁଭ ଏବଂ ସମ୍ବେଦଶୀଳ ହୋଇଥିବାରୁ ସମାନ କୁ ସାବଧାନ ରହିବା ସହିତ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟା କରି ବା କୌଣସି କପଡା ଆଦି ସିଲାଇ କରନ୍ତୁ ନାହିଁ ନଚେତ୍ ଏହାର ର ପ୍ରଭାବ ଗର୍ଭ ରେ ବଢୁଥିବା | ଶିଶୁ ଉପରେ ପଡ଼ିଥାଏ ଏଥି ସହିତ ଗ୍ରହଣ ସମୟର କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଗର୍ଭବତୀ ମହିଳାମାନଙ୍କ ପାଇ ଉଚିତ୍ ନୁହେଁ ଏବଂ ବାହାର କୁ ମଧ୍ୟ ବାହାରିବା ଉଚିତ୍ ନୁହେଁ |

ଏହି ଗ୍ରହଣ ସମୟରେ ବାହାରକୁ ବହାଇଥିବ ଗର୍ଭବତୀ ମହିଳା ଯେଉଁ ମହିଳା କ ଉପରେ ପଡ଼ିଥାଏ ସେହି ମହିଳା କୁ ଗ୍ରହଣ ର ଛାୟା ଲାଗିଥାଏ ଭବିଷ୍ୟତ ରେ ବୋହୁତ ବଡ ସମସ୍ୟା ମାନ ସୃଷ୍ଟି କରିଥାଏ ତେଣୁ ଗର୍ଭବତୀ ମହିଳା ମାନେ ଏହି ଗ୍ରହଣ ଲାଗୁଥିବା ସମୟରେ ବାହାର କୁ ବାହାରନ୍ତି ନାହିଁ ଏବିଁ ସାବଧାନ ରହିବା ପାଇ ଚେଷ୍ଟା କରନ୍ତୁ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଗ୍ରହଣ ସମୟ ରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ ଏବଂ ଗ୍ରହଣ ସମୟରେ ଚନ୍ଦ୍ର କ ଠାରୁ ଆସୁଥିବା ଛାଇ ବୋହୁତ ଖ୍ୟାତି କର ହୋଇଥାଏ ଏବଂ ଗ୍ରହଣ ସମୟରେ ଆପଣ ମାନେ ନିଜର ଝରକା କବାଟ ବନ୍ଦ ରଖନ୍ତୁ ବନ ଏହି ଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖିବା ନିଷେଧ ଅଟେ |

About odisha news

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.