Breaking News

8 November କାର୍ତ୍ତିକ ପୁର୍ଣିମା ଦିନ ଲାଗୁଥିବା ଚନ୍ଦ୍ର ଗ୍ରହଣ ଆସିଲା ସଠିକ ସମୟ କେଉଁ ସମୟରେ ହାଣ୍ଡି ଛାଡ ହେବ, ଏବଂ 5ଟି ରାଶି ସାବଧାନ !

ନମସ୍କାର ବନ୍ଧୁଗଣ ଏହି ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ନଭେମ୍ବର ମାସ ୮ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଇଛି ଏହି ଚନ୍ଦ୍ର ଗ୍ରହଣ ଭୟକର୍ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ଏବଂ ଏହି ଗ୍ରହଣ ଏକ ଲମ୍ବା ଗ୍ରହଣ ହେବାକୁ ଯାଉଛି ବନ୍ଧୁଗଣ ଏହି ଗ୍ରହଣ ଓଡ଼ିଶା ସମେତ ସାରା ଭାରତ ରେ ମଧ୍ୟ ଦୃଶ୍ୟ ମାନ ହେବ | ଏବଂ ଏହି ଗ୍ରହଣ ଅନ୍ୟ ଦେଶରେ ମଧ୍ୟ ଦେଖିବା କୁ ମିଳିବ ଆମେରିକା ଋସ ଅଷ୍ଟ୍ରେଲିଆ ଚୀନ୍ ବ୍ରଜିଲ ଆଫଗାନିସ୍ତାନ ପାକିସ୍ତାନ ଓ ଭାରତ ରେ ମଧ୍ୟ ଦୃଶ୍ୟ ମାନ ହେବ |

ବନ୍ଧୁଗଣ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆସିଯାଏ ସେତେବେଳେ ପୃଥିବୀ ର ଛାଇ ଚନ୍ଦ୍ରମା ଉପରେ ପଡ଼ିଥାଏ ତାହାକୁ ଚନ୍ଦ୍ର ଗ୍ରହଣ ବୋଲି ମନା ଯାଇଥାଏ | କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ କୁ ବିଶେଷ ଗୁରୁତ୍ବ ପୂର୍ଣ୍ଣ ମନା ଯାଏ ମନ୍ୟ ତା ଅନୁସାରେ ଚନ୍ଦ୍ର ଗ୍ରହଣ ଜେବେବି ଲାଗିଥାଏ ତେବେ ସର ବିଶ୍ୱରେ ଦେଖିବା ପାଇଁ ମିଳିଥାଏ ଚାଲନ୍ତୁ ଜାଣିବା ଏହି ଗ୍ରହଣ ର ସମୟ ସୀମା ଗ୍ରାସ ସମୟ ଏବଂ ଗର୍ଭବତୀ ମହିଳା ମାନେ କଣ କରିବେ ଆଉ କଣ କରିବେ ନାହିଁ | ପାକ ନିଷେଧ କେବେଠାରୁ ଆରମ୍ଭ ହେବ ଏବଂ ଗ୍ରହଣ ସମୟରେ କଣ କରିବା ଓ ନ କରିବା ଉଚିତ୍ |

ବନ୍ଧୁଗଣ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ ହୋଇଥାଏ ଏହି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କୁ ବାରଣ କରାଯାଇଛି କାରଣ ଗ୍ରହଣ ଲାଗିବା ସମୟରେ ଖାଦ୍ୟ ପଦାର୍ଥ ପେଟ ରେ କିଛି ନ ରହିବା ଭଲ ହୋଇଥାଏ | ତେଣୁ ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକ ନିଷେଧ ହୋଇଥାଏ ତେଣୁ ଏହି ଗ୍ରାହଣ ପାକ ନିଷେଧ ସମୟ ହେଉଛି ୮ ନଭେମ୍ବର ୨୦୨୨ ସକାଳ ୮ ଘଟିକା ୨୯ ମିନିଟ୍ ରୁ ଆରମ୍ଭ ଏବଂ ସନ୍ଧ୍ୟା ୬ ଘଟିକା ୧୮ ମିନିଟ୍ ରେ ଶେଷ ହେବା |

ହିନ୍ଦୁ ପଜିକ ଅନୁସାରେ ଚନ୍ଦ୍ର ଗ୍ରହଣ ର ସମୟ ସୀମା ହେଉଛି ୮ ନଭେମ୍ବର ଦିନ ମଙ୍ଗଳ ବାର ଦିନ ୨ ଟା ୩୮ ମିନିଟ୍ ୧୪ ସେକେଣ୍ଡ ରେ ଏହି ଗ୍ରହଣ ଆରମ୍ଭ ହେବ ଏବଂ ମଧ୍ୟ କାଳ ହେଉଛି ୪ ଘଣ୍ଟା ୨୮ ମିନିଟ୍ ୧୭ ସେକେଣ୍ଡ ପ୍ରମୁଖ ସମୟ ହେଉଛି ୬ ଘଣ୍ଟା ୨୮ ମିନିଟ୍ ୪୭ ସେକେଣ୍ଡ ରେ ଏହା ଶେଷ ହେବ | ଏହି ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଅଶୁଭ ହୋଇଥିବାରୁ ପଦାକୁ ବାହାରିବା ପାଇଁ ବାରଣ କରାଯାଇଥାଏ ତଥା ସାବଧାନ ରହିବା ସହିତ ଚନ୍ଦ୍ର ଗ୍ରହଣ ଦେଖିବା କୁ ବାରଣ କରାଯାଇଛି | ବନ୍ଧୁଗଣ ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କୁ କଟା କାଟି କରନ୍ତୁ ନାହିଁ ବା କପଡା ଆଦି ସିଲାଇ କରନ୍ତୁ ନାହିଁ |

ଏମିତି କି ଧାରିଆ ଜିନିଷ ଠାରୁ ମଧ୍ୟ ସଂପୂର୍ଣ୍ଣ ଦୂରେଇ ରୁହନ୍ତୁ ଅନ୍ୟଥା ଏହାର ଅଶୁଭ ଫଳ ଗର୍ଭରେ ଥିବା ଶିଶୁ ଉପରେ ପଡିବ ବନ୍ଧୁଗଣ ଗ୍ରହଣ ସମାପ୍ତ ହେବା ପରେ ଏହି ମନ୍ତ୍ର କୁ ଜପ କରି ସ୍ନାନ କରନ୍ତୁ ମନ୍ତ୍ର ଟି ହେଲା ସୋସ୍ତା ନମ ଗମ୍ୟ ତଙ୍କେତୋ ତେଜ୍ୟତା କ କର୍ମ ସଘ୍ରସ କର୍ମ ଚଣ୍ଡାଳ ନିତ୍ୟକ୍ ହେମା ପାପ କ୍ଷୟ କରୁ ଏବଂ ଅର୍ଘ୍ୟ ଦାନ ମନ୍ତ୍ର ହେଲା ଶଶି ଲାଞ୍ଚନ ସଘିକେୟ କୁ ପ୍ରଭୁ ଅର୍ଜ୍ଞା ତାଦମି ଦେବିଷ କେତୁ ଗ୍ରହ ବିମୋଚନା ଏହି ପନ୍ତ୍ର ପଢ଼ି ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ଆପଣ କ ସବୁ କୁ ପ୍ରଭାବ ଦୂର ହେବା କୁ ଲାଗିଥାଏ | ଏହା ବ୍ୟତୀତ ବନ୍ଧୁଗଣ ରାଶି ଚକ୍ର ରେ ଥିବା ୧୨ ଗୋଟି ରାଶି ମଧ୍ୟ ରୁ ୪ ଟି ରାଶି ଉପରେ ଏହି ଗ୍ରହଣ ର ଶୁଭ ପ୍ରଭାବ ପଡ଼ିବା ପାଇ ଯାଉଛି ତା ସେହି ରାଶି ଗୁଡ଼ିକ ହେଉଛି ମିଥୁନ ରାଶି ବୃଷ ରାଶି କର୍କଟ ରାଶି ଏବଂ କୁମ୍ଭ ରାଶି ଏହି ୪ ଗୋଟି ରାଶି ଉପରେ ଚନ୍ଦ୍ର ଗ୍ରହଣ ର ପ୍ରଭାବ ଅତ୍ୟନ୍ତ ଶୁଭ ରହିବ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.