Breaking News

ଆଜିର ରାଶିଫଳ : 08 ଫେବୃଆରୀ 2022 ମଙ୍ଗଳବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି |

ବୃଷ ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ | ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ଯିବା,ଆପଣ ଯେମିତିଆ ଭାବିଛନ୍ତି ତାହାଠୁ ବେଶ ଭଲ ରହିବ |

ମିଥୁନ ରାଶି
ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ |

କର୍କଟ ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଲୋକଙ୍କ ସହିତ ଠିକ ଭାବରେ ପ୍ରସ୍ତୁତ ହୁଅନ୍ତୁ, ବିଶେଷ କରିକି ଯେଉଁ ମାନେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି | ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି |

ସିଂହ ରାଶି
ଅତ୍ୟଧିକ ପ୍ରେମ ଓ ପାଗଳାମୀର ଉଚ୍ଚ ସ୍ତର ଆପଣଙ୍କ ସ୍ନାୟୁ ସମ୍ବନ୍ଧିଆ କ୍ଷେଟି ଦେଇ ପାରେ | ଏହି ବିପଦ ଠୁ ରକ୍ଷା ପାଇବା ପାଇଁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ | ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଯୋଗୁ ବହୁତ ସମୟରୁ ରହି ୟାଇଥିବା ବିଲ୍ଲ ଓ ରୁଣ ସୁଝିପାରିବେ | ଭୁଲ କଥାକୁ ଭୁଲ ସମୟରେ କହିବାଠୁ ନିଜକୁ ରକ୍ଷା କରନ୍ତୁ |

କନ୍ୟା ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଅର୍ଥ ପକ୍ଷରେ ଲାଭ ମିଳିବ ନାହିଁ ତେଣୁ ନିଜ ଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ |

ତୁଳା ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ |

ବିଛା ରାଶି
ଅଦରକାରୀ ଭାବନାକୁ ନିଜ ମନ ଉପରେ ଶାସନ କରିବାକୁ ଦିଅନ୍ତୁ ନାହିଁ | ଶାନ୍ତ ଓ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ, ଏହା ଦ୍ୱାରା ଆପଣଙ୍କ ଅମାନସିକ ଦୃଢ଼ତା ବଢ଼ିବ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ |

ଧନୁ ରାଶି
ଆଜି ଆପଣ ମାନସିକ ଯନ୍ତ୍ରଣା ଯୋଗୁଁ ସ୍ଥିର ନ ରହି ପାରନ୍ତି- ତେଣୁ ସର୍ତକ ହୋଇ ଅନ୍ୟ ମାନଙ୍କ ସାମ୍ନାରେ କଥା ବାର୍ତା ହୁଅନ୍ତୁ | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ , କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ |

ମକର ରାଶି
ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ ଆପଣଙ୍କ କୌଣସି ବଦଭ୍ୟାସ ପାଇଁ ଆପଣଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି |

କୁମ୍ଭ ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ |

ମୀନ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ନୂତନ ଚୁକ୍ତି ଲାଭକାରୀ ଦେଖା ଦେଇ ପାରେ ,କିନ୍ତୁ ଆଶା ହିସାବରେ ଲାଭ ମିଳିବ ନାହିଁ | ନିବେଶ କରିବା ସମୟରେ ତରବରିଆ ହୋଇ ନିଷ୍ପତି ନିଅନ୍ତୁ ନାହିଁ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.