Breaking News

ତାରା ତାରିଣୀ ସିରିଏଲ ଟି ବନ୍ଦ ହେବା ପରେ କୁନି ତାରିଣୀ (Ayesha) ଙ୍କ ର ନୂଆ ଧାରାବାହିକ ଆସୁଛି

ହଁ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଶିଶୁ କଳାକାର ଭାବେ ପରିଚିତ ଆୟେଶା ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା ପରେ ବର୍ତ୍ତମାନ କଣ କରୁଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ଦେଖିଥିବେ ତାଙ୍କ ଜବରଦସ୍ତ ଅଭିନୟ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ମେଘା ଧାରାବାହିକ ତାରା ତାରିଣୀ ରେ । ତାଙ୍କର ଏହି ଜବରଦସ୍ତ ଅଭିନୟ ଫଳ ରେ ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା । ଏଥିସହ ଆୟେଶା ବା କୁନି ତାରିଣୀ ଲୋକ ପ୍ରିୟ ହେବା ସହ ଘରେ ଘରେ ପରିଚିତ ।

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ କାରଣ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହୋଇଯାଇ ଆଉ ଏକ ନୂଆ ଧାରାବାହିକ ସେଥିରେ ସଂଯୋଗ କରା ଯାଇଛି । ସେହି ନୂଆ ଧାରାବାହିକ ଟି ଟାଇଟଲ ହେଉଛି ତାରିଣୀ ଆଖିରେ ତାରା ଓ ଏହି ଧାରାବାହିକ ରେ କୁନି ତାରା ତାରିଣୀ ବଡ ହୋଇ ଯାଇଛନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଭାବୁଥିବେ ଯେ ବର୍ତ୍ତମାନ ସମୟ ରେ କୁନି ତାରା ବା ଆୟେଶା କଣ କରୁଛନ୍ତି ।

ବର୍ତ୍ତମାନ କୁନି ତାରିଣୀ ଘରେ ଅଛନ୍ତି , ଯାହା ସୂଚନା ମିଳିଛି ଯେ ତାଙ୍କର ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏକ ନୂଆ ଧାରାବାହିକ । ହଁ ବନ୍ଧୁ ଏହି ନୂଆ ଧାରାବାହିକ ଟି ପ୍ରସାରିତ ହବ ସିଦ୍ଧାର୍ଥ ଟିଭି ରେ । ବର୍ତ୍ତମାନ ଏହି ଧାରାବାହିକ ର ସୁଟିଂ ଚଳୁଅଛି। ଏହା ଖୁବ୍ ଶୀଘ୍ର ଲୋକ ଲୋଚନ କୁ ଆସିବ ବୋଲି ସୂଚନା ମିଳିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.