Breaking News

ଦେଖନ୍ତୁ ଭିଡିଓ – ହେ ଭଗବାନ! ମାୟା ସିରିଏଲ ଅଭିନେତ୍ରୀ ରୁଦ୍ରୀ (Jasmine Rath) ଙ୍କର ଏ କଣ ହେଲା

ଦର୍ଶକ ବନ୍ଧୁ ମେଡ଼ିକାଲ ରେ ଭର୍ତି ହେଲେ tarang ଟିଭି ର ଅଭିନେତ୍ରୀ ରୁଦ୍ରୀ । ହଁ ବନ୍ଧୁ ତାହେଲେ ହଠାତ କଣ ପାଇଁ ମେଡ଼ିକାଲ ରେ ଭର୍ତି ହେଲେ ରୁଦ୍ରୀ ଏହାର କରଣ କଣ ଆପଣ ମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆମ ପେଜ କୁ ଶେଷ ପାର୍ଜୟନ୍ତ ପଢନ୍ତୁ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଜସମିନୀ ରଥ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମୟା ଧାରାବାହିକ ରେ ରୁଦ୍ରୀ ଚରିତ୍ର ରେ ଅଭିନୟ କରୁଥିବା ର । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କ ଜବରଦସ୍ତ ଅଭିନୟ ।

ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇପାରିଛି ଓ ରୁଦ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ପସନ୍ଦ କରିଛନ୍ତି । ସେ ତାଙ୍କ ଅଭିନୟ ଫଳ ରେ ସେ ଲୋକ ପାଖ ରେ ଅତି ପ୍ରିୟ ହବା ସହିତ ଘରେ ଘରେ ପରିଚିତ । ସେ ଏହି ଧାରାବାହିକ କରିବା ପୂର୍ବ ରୁ ସେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି କିନ୍ତୁ ତାଙ୍କୁ ସେ ଅଭିନୟ ପସନ୍ଦ ନଥିଲା ସେ ଚନହୁଥିଲେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବା ପାଇଁ । ସେଥିପାଇଁ ତାଙ୍କୁ ତାଙ୍କ ମନ ପସନ୍ଦ ର ଚରିତ୍ର ନମିଳିବାରୁ ସେ ଅଭିନୟ ଛାଡି ଦେଇଥିଲେ ।

ତା ପରେ ସେ ମାୟା ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିବା ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ଓ ସେ ଇଣ୍ଟରଭ୍ୟୁ ରେ ସେ ସଫଳ ହୋଇ ମାୟା ଧାରାବାହିକ ରେ ମୁଖ୍ୟ ଚରିତ୍ର ଭାବେ ଅଭିନୟ କଲେ । ବର୍ତମାନ ସମୟ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ରୁଦ୍ରୀ ବର୍ତମାନ ମେଡ଼ିକାଲ ରେ ଭର୍ତି ହୋଇଛନ୍ତି । ହଁ ବନ୍ଧୁ ରୁଦ୍ରୀ ଙ୍କ ଦେହ ଅସୁସ୍ଥ ଥିବା ରୁ ସେ ବର୍ତମାନ ମେଡ଼ିକାଲ ରେ ଭର୍ତି ଅଛନ୍ତି । କିଛି ଦିନ ପାଇଁ ସେ ଧାରାବାହିକ ଦୁନିଆ ରୁ ଦୂରେଇ ଯାଇଛନ୍ତି ତାଙ୍କ ଦେହ ସୁସ୍ଥ ହୋଇଗଲେ ସେ ନିଶ୍ଚୟ ଧାରାବାହିକ ରେ ଅଭିନୟ କରିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *