ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ଏଲିନା ସାମନ୍ତରାୟ କିପରି ଟ୍ରାକ୍ଟର ଚଳାଉଛନ୍ତି ଆମର ଏହି ପେଜ ମାଧ୍ୟମରେ। ତାହେଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଏଲିନା ସାମନ୍ତରାୟ ଙ୍କୁ। ସେ କିଏ ହବ ମୋ ହିରୋଇନ୍ ଏକ ଶୋ ୱିନର ହୋଇ ଓଲିଉଡ଼ ସିନେ ଜଗତ କୁ ପ୍ରବେଶ କରି ଥିଲେ। ଆଉ ତା ପରେ ସେ ସମସ୍ତ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରି ସମସ୍ତ ଫିଲ୍ମ୍ ସୁପର୍ ହିଟ କରାଇବା ସହ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି।
ଆଉ ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅଭିନେତା ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ବାବୁଶାନ୍ ମହାନ୍ତି ଭଳି ଅନେକ ହିରୋ ମାନ ଙ୍କ ସହ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ଇଶ୍କି ତୁହି ତୁ । ତାଙ୍କର ପ୍ରକୃତ ନାମ ହେଉଛି ଏଲିନା ସାମନ୍ତରାୟ । ସେ ଜନ୍ମ ହୋଇଥିଲେ ୨୨ ଜୁଲାଇ ୧୯୯୬ ମସିହା ରେ । ତାଙ୍କ ଘର୍ ହେଉଛି ଭଦ୍ରକ ତାଙ୍କ ମା ଙ୍କ ନାମ ହେଉଛି ଅନୁରାଧା ସାମନ୍ତରାୟ ଓ ବାପା ଙ୍କ ନାମ ହେଉଛି ଜ୍ୟୋତିରଂଜନ ସାମନ୍ତରାୟ ।
ଏଲିନା ରେଭେନ୍ସା ବିଶ୍ଵ ବିଦ୍ୟାରେ ପାଠ ପଢୁଥିଲେ। ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଉର୍ଦ୍ଧ ରୁ ଫିଲ୍ମ୍ କରିସାରିଲେଣି । ସେ ପଶୁ ମାନ ଙ୍କୁ ବହୁତ୍ ଭଲ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଏଲିନା ଙ୍କ ଏକ ଛୋଟ ଭିଡିଓ ଭାଇରାଳ ହବା ରେ ଲାଗିଛି ଯେ ଏଲିନା ଟ୍ରାକ୍ଟର ଚଳାଇବା ସହ ଆଖୁ ଖାଇ ବହୁ ସାରା ମଜା ମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ଓ ଦର୍ଶକ ମାନେ ମଧ୍ୟ ବହୁତ୍ ପସନ୍ଦ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ