Breaking News

ଭିଡିଓ ଦେଖନ୍ତୁ – ବିବାହ ପୂର୍ବରୁ ଆଦି ଓ ଭକ୍ତିଙ୍କ (Amar Jessy) ଏମିତି ଭିଡିଓ ଭାଇରାଲ ହେବାରେ ଲାଗିଛି

ବିବାହ କରିବା ପୂର୍ବ ରୁ କିଛି ଭିଡିଓ ଭାଇରାଳ ହବା ରେ ଲାଗିଛି ଆଦି ଓ ଭକ୍ତି ଙ୍କ ର । ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ଯେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଓଡ଼ିଆ ମେଘା ଧାରାବାହିକ ତୁ ମୋ ଜୀବନ ସାଥୀ । ଜୀବନ ସାଥୀ ରେ ଅଭିନୟ କରୁଥିବା ଆଦି ଓ ଭକ୍ତି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ଜୀବନ ସାଥୀ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ ।

ତାଙ୍କ ଅଭିନୟ ଫଳ ରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ଏବଂ ଆଦି ଓ ଭକ୍ତି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ତୁ ମୋ ଜୀବନ ସାଥୀ ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଛି। ଆଦି ଓ ଭକ୍ତି ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଆଦି ଓ ଭକ୍ତି ପାଖ ପାଖି ତିନ୍ ବର୍ଷ୍ ହେଲା ଗୋଟେ ଧାରାବାହିକ ରେ ଅଭିନୟ କରିଛନ୍ତି । ଏହି ଧାରାବାହିକ ରେ ଅଭିନୟ କରୁଥିବା ସମୟ ଆଦି ଓ ଭକ୍ତି ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏବେ ଆଦି ଓ ଭକ୍ତି ପରସ୍ପର କୁ ବହୁତ୍ ଭଲ ପାଉଛନ୍ତି ଏବଂ ଆଗାମୀ ଦିନରେ ମାନ ଙ୍କ ରେ ଆଦି ଏବଂ ଭକ୍ତି ରେ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସେମାନ ଙ୍କ କିଛି ଭିଡିଓ ଭାଇରାଳ ହବା ରେ ଲାଗିଛି । ହଁ ବନ୍ଧୁ ବିବାହ କରିବା ପୂର୍ବ ରୁ ସେମାନ ଙ୍କ ଭିଡିଓ ଭାଇରାଳ ହବା ରେ ଲାଗିଛି ଓ ସେହି ଭିଡିଓ ଟି ହେଉଛି ଯେ ତାଙ୍କ ସୁଟିଂ ସେଟ୍ ର କିଛି ମଜା ମସ୍ତି ଓ ନାଚ କରିଥିବାର କିଛି ଭିଡିଓ ଯାହା ଦର୍ଶକ ମାନେ ସେ ଭିଡିଓ ଗୁଡ଼ିକୁ ପସନ୍ଦ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.