ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଯାହାଙ୍କ ଅଭିନୟ ଆଉ ଦେଖିବାକୁ ଆମେ ପାଉ ନାହୁଁ । ସେ ଅଭିନେତ୍ରୀ ଜଣକ ହେଉଛନ୍ତି ମେଘା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ମେଘା ଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିବା ର ।କିନ୍ତୁ ବର୍ତ୍ତମାନ ସମୟ ରେ ସେ ଆଉ ଅଭିନୟ କରୁନାହାନ୍ତି । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।ସେ ତାଙ୍କ ଅଭିନୟ ଯାଦୁ ରେ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।
ତାହେଲେ ଆଜି ଆମେ ଜାଣିବା ମେଘା ଙ୍କ ପରିବାର ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ମେଘା ଅନେକ ଓଡ଼ିଆ ଚଳଚ୍ଚିତ୍ର କରିଛନ୍ତି ଯେମିତି ଲଭ୍ ଡ଼ଟ୍ କମ୍, ଚାନ୍ଦିନୀ ଆଇ ମିସ୍ ୟୁ, ଲୁଚକାଳି , ମୋଷ୍ଟ ୱାଣ୍ଟେଡ, ହରି ଓମ୍ ହରି ଏହି ଭଳି ଅନେକ ଫିଲ୍ମ୍ ରେ ଅଭିନୟ କରିଛନ୍ତି ମେଘା । କିନ୍ତୁ ଏହି ଫିଲ୍ମ୍ ମଧ୍ୟ ରୁ ଲଭ୍ ଡ଼ଟ୍ କମ୍ ସୁପର୍ ରୁ ସୁପର୍ ହିଟ ହୋଇଥିଲା ଯାହା ଫଳରେ ମେଘା ଘରେ ଘରେ ପରିଚିତ ହୋଇଥିଲେ ।
ଖାଲି ସେତିକି ନୁହେଁ ସେ ଓଡ଼ିଆ ଫିଲ୍ମ୍ କରିବା ସହିତ ସେ ବଙ୍ଗାଳୀ, ଭୋଜପୁରୀ ଫିଲ୍ମ୍ ମଧ୍ୟ କରିଛନ୍ତି । ମେଘା ୧୧ ଜୁଲାଇ ୧୯୮୭ ରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତମାନ ତାଙ୍କ ବୟସ ହେଉଛି ୩୪ ବର୍ଷ । ହଁ ବନ୍ଧୁ ତାଙ୍କ ଘର୍ କହିଲେ କୋଲକାତା କିନ୍ତୁ ସେ ରହୁଛନ୍ତି ମୁମ୍ୱାଇ ରେ । ତାଙ୍କର ଉଚ୍ଚତା ୫ ଫୁଟ ୭ ଇଞ୍ଚ୍ ଓଜନ ୬୦ କେଜି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ