ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ବାବୁଶାନ୍ ଙ୍କ ସହ ବର୍ଷା ପ୍ରିୟଦର୍ଶିନୀ କେଉଁ କାରଣ ପାଇଁ ଅଭିନୟ କରୁ ନାହାଁନ୍ତି । ହଁ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ବହୁ ଫିଲ୍ମ୍ ରେ ତାଙ୍କର ଜବରଦସ୍ତ ଅଭିନୟ କରିଛନ୍ତି ଓ ଏହି ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଚଳଚ୍ଚିତ୍ର ସୁପର୍ ହିଟ ହବା ସହିତ ଦର୍ଶକ ମାନେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ୍ କୁ ପସନ୍ଦ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ଓ ଏଥି ସହିତ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।
ସେ ଏ ଯୁଗ ର କୃଷ୍ଣ ସୁଦାମା ଚଳଚ୍ଚିତ୍ର ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ଏହି ସୁପର୍ ହବା ସହିତ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଥିଲା । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଯଥା ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ,ସବ୍ୟସାଚୀ, ପୁପିନ୍ଦର ଆଦି ସମସ୍ତ ହିରୋ ଙ୍କ ସହିତ ଅଭିନୟ କରିଛନ୍ତି କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ବାବୁଶାନ୍ ଙ୍କ ସହ କାହିଁକି ସେ ଫିଲ୍ମ୍ ଏ ପର୍ଯ୍ୟନ୍ତ କରି ନାହାନ୍ତି ।
ତାହେଲେ କଣ ରହିଛି ରହସ୍ୟ କଣ ବାବୁଶାନ୍ ବର୍ଷା ଙ୍କ ସହ ଅଭିନୟ କରିବା କୁ ପସନ୍ଦ କରୁ ନାହାନ୍ତି ନା ବର୍ଷା ବାବୁଶାନ୍ ଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛୁକ ନାହାଁନ୍ତି । କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ବର୍ଷା କହିଛନ୍ତି ଯେ ବାବୁଶାନ୍ ଜଣେ ଭଲ ଅଭିନେତା ଯଦି ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଯଦି ବର୍ଷା ଙ୍କୁ ଅଫର ମିଳେ ତାହେଲେ ସେ ନିଶ୍ଚୟ ଅଭିନୟ କରିବେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ କାରଣ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସାମାଜିକ କାମ କରୁଛନ୍ତି ବୁଲି ବୁଲି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ