ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ତରଙ୍ଗ ଟିଭି ର ଅଭିନେତା ରୂପମ କଣ କହିଛନ୍ତି ତରଙ୍ଗ ଟିଭି ର ଅଭିନେତ୍ରୀ ରିୟା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରି ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥାନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଦର୍ଶକ ବନ୍ଧୁ ଠିକ ସେମିତି ଆଜି ଆମେ ଜାଣିବା ଯେ ରୂପମ ରିୟା ଙ୍କ ବିଷୟ ରେ କଣ କହୁଛନ୍ତି ।
ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ରୂପମ ଙ୍କୁ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ଅଭିନୟ କରୁଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ଶୀର୍ଷ ରେ ପହଞ୍ଚିଥିଲା ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ । କିନ୍ତୁ ବର୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହି କାରଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ତାରା ତାରିଣୀ ଧାରାବାହିକ ଟି କୁ ବଦଳାଇ ଏଥିରେ ଆଉ ଏକ ନୂଆ ଧାରାବାହିକ ଯୋଡ଼ା ଯାଇଅଛି ।
ତାରା ତାରିଣୀ ଧାରାବାହିକ ର ଟାଇଟେଲ କୁ ବଦଳାଇ ତାରିଣୀ ଆଖି ରେ ତାରା ରଖା ଯାଇଛି । ଏଥିରେ କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ହଁ ବନ୍ଧୁ ରୂପମ ରିୟା ଙ୍କ ବିଷୟ ରେ କହିଛନ୍ତି ଯେ ମୁ ରିୟା ସହ ପ୍ରଥମ ଏହି ଧାରାବାହିକ ଟି କରିଥିଲି ଓ ରିୟା ରିଅଲ ଲାଇଫ ରେ ଗୋଟେ ଭଲ ଝିଅ ସେ ବଡ ମାନ ଙ୍କୁ ବହୁତ ସମ୍ମାନ ଦିଏ । ବହୁତ ଖୁସି ଲାଗିଲା ଟା ସହିତ ଏହି ଧାରାବାହିକ ରେ ଅଭିନୟ କରିକି । ଏହି ଭିଡିଓ ଟି ରିୟା ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ହଁ ବନ୍ଧୁ ଏହି ଭିଡିଓ ରେ ମଧ୍ୟ ତାରା ତାରିଣୀ ର ସମସ୍ତ ଅଭିନେତା ମାନେ ମଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ