Breaking News

ଭିଡିଓ ଦେଖନ୍ତୁ – ସିରିଏଲ ସରିବା ରୂପମ ଲିପି (Lipi) ଙ୍କ ବିଷୟରେ ଏମିତି କିଛି କଥା କହିଲେ…

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ତରଙ୍ଗ ଟିଭି ର ଅଭିନେତା ରୂପମ କଣ କହିଛନ୍ତି ତରଙ୍ଗ ଟିଭି ର ଅଭିନେତ୍ରୀ ରିୟା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରି ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥାନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଦର୍ଶକ ବନ୍ଧୁ ଠିକ ସେମିତି ଆଜି ଆମେ ଜାଣିବା ଯେ ରୂପମ ରିୟା ଙ୍କ ବିଷୟ ରେ କଣ କହୁଛନ୍ତି ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ରୂପମ ଙ୍କୁ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ଅଭିନୟ କରୁଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ଶୀର୍ଷ ରେ ପହଞ୍ଚିଥିଲା ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ । କିନ୍ତୁ ବର୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହି କାରଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ତାରା ତାରିଣୀ ଧାରାବାହିକ ଟି କୁ ବଦଳାଇ ଏଥିରେ ଆଉ ଏକ ନୂଆ ଧାରାବାହିକ ଯୋଡ଼ା ଯାଇଅଛି ।

ତାରା ତାରିଣୀ ଧାରାବାହିକ ର ଟାଇଟେଲ କୁ ବଦଳାଇ ତାରିଣୀ ଆଖି ରେ ତାରା ରଖା ଯାଇଛି । ଏଥିରେ କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ହଁ ବନ୍ଧୁ ରୂପମ ରିୟା ଙ୍କ ବିଷୟ ରେ କହିଛନ୍ତି ଯେ ମୁ ରିୟା ସହ ପ୍ରଥମ ଏହି ଧାରାବାହିକ ଟି କରିଥିଲି ଓ ରିୟା ରିଅଲ ଲାଇଫ ରେ ଗୋଟେ ଭଲ ଝିଅ ସେ ବଡ ମାନ ଙ୍କୁ ବହୁତ ସମ୍ମାନ ଦିଏ । ବହୁତ ଖୁସି ଲାଗିଲା ଟା ସହିତ ଏହି ଧାରାବାହିକ ରେ ଅଭିନୟ କରିକି । ଏହି ଭିଡିଓ ଟି ରିୟା ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ହଁ ବନ୍ଧୁ ଏହି ଭିଡିଓ ରେ ମଧ୍ୟ ତାରା ତାରିଣୀ ର ସମସ୍ତ ଅଭିନେତା ମାନେ ମଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.