Breaking News

ପ୍ରଥମ ଥର ପାଇଁ Ollywoodର ଆଗଧାଡିର ହିରୋ ମାନଙ୍କର ବାପା ମାନଙ୍କ ଫଟୋ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆପଣ ମାନେ ନିଶ୍ଚୟ ଚିହ୍ନିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନ ଙ୍କୁ କିନ୍ତୁ ଆପଣ ମାନେ ସମସ୍ତ ଅଭିନେତା ମାନ ଙ୍କ ବାପା ଙ୍କୁ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ଜଗଜିତ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜଗଜିତ ଙ୍କୁ ସେ ନୂଆ ବୋହୁ ଧାରାବାହିକ ରେ ସାତ୍ତ୍ଵିକ ଚରିତ୍ର ଅଭିନୟ କରିଛନ୍ତି ମୁଖ୍ୟ ଅଭିନେତା ଭାବେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ପାରିଛନ୍ତି । ଇଏ ହେଉଛନ୍ତି ସାତ୍ତ୍ଵିକ ଙ୍କ ବାପା ।


ସ୍ଵରାଜ – ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସ୍ଵରାଜ ଙ୍କୁ ସେ ଶିଶୁ କଳାକାର ଭାବେ ପରିଚିତ । ସେ ଛୋଟ ବେଳୁ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି କିନ୍ତୁ ବର୍ତମାନ ସେ ଓଡିଆ ଫିଲ୍ମ ରେ ହିରୋ ଭାବେ ନଜର ଆସୁଛନ୍ତି । ଇଏ ହଉଛନ୍ତି ସ୍ଵରାଜ ଙ୍କ ବାପା ।


ସମ୍ବିତ – ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ସମ୍ବିତ ଙ୍କୁ । ସେ ଅନେକ ଫିଲ୍ମ କରିଛନ୍ତି କିନ୍ତୁ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ସମ୍ବିତ ଫିଲ୍ମ ରେ ଅଭିନୟ କରିବା ଆଗ ରୁ ସେ ଆଲବମ ହିରୋ ଥିଲେ ସେ ବହୁ ଗୁଡିଏ ଆଲବମ କରିଛନ୍ତି । ଇଏ ହେଉଛନ୍ତି ସମ୍ବିତ ଙ୍କ ବାପା ।


ଜ୍ୟୋତି – ବହୁତ କମ ଦିନ ରେ ଲୋକ ପ୍ରିୟ ହାସଲ କରିଥିବା ଅଭିନେତା ହଉଛନ୍ତି ଜ୍ୟୋତି । ସେ ଅନେକ ଫିଲ୍ମ କରିଛନ୍ତି ଓ ସମସ୍ତ ଫିଲ୍ମ ମଧ୍ୟ ସୁପର ହିଟ ହୋଇଛି । ଇଏ ହଉଛନ୍ତି ଜ୍ୟୋତି ଙ୍କ ବାପା ।


ବାବୁଷାଣ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତା ହେଉଛନ୍ତି ସୁପର ଷ୍ଟାର ବାବୁଷାଣ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଆଉ ଅପ ମାନେ ନିଶ୍ଚୟ ଜାଣିଥିବେ ବାବୁଷାଣ ଙ୍କ ବାପା ଙ୍କୁ ସେ ବି ଜଣେ ସୁପର ଡୁପର ଷ୍ଟାର ଉତ୍ତମ ମହାନ୍ତି ।


ଅରିନ୍ଦମ – ଆପଣ ମାନେ ନିଶ୍ଚୟ ଦେଖିଥିବେ ଅରିନ୍ଦମ ଙ୍କୁ ଅନେକ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିବା ର। ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କଅ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି । ୟେ ହଉଛନ୍ତି ଅରିନ୍ଦମ ଙ୍କ ବାପା ।


ସବ୍ୟସାଚୀ – ଆପଣ ମାନେ ନିଶ୍ଚୟ ଜାଣିଥିବେ ସବ୍ୟସାଚୀ ଙ୍କୁ । ସେ ରିଲ ରେ ହିରୋ ଓ ସେ ରିଅଲ ରେ ମଧ୍ୟ ହିରୋ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ଲୋକ ମାନ ଙ୍କ ଦୁଃଖ ଶୁଣି ତାଙ୍କୁ ସହାୟ କରିବା ପାଇଁ ଆଗେଇ ଆସିଥିଲେ । ଇଏ ହେଉଛନ୍ତି ସବ୍ୟସାଚୀ ଙ୍କ ବାପା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *