Breaking News

ସିନ୍ଦୁରର ଅଧିକାରର ହିରୋ ଆରବ (Sanoja) ଉର୍ବୀ (Sucharita) ଓ ଇତି ( Nilakhi) ଙ୍କ ମଧ୍ୟରୁ କାହାକୁ ଭଲ ପାଉଛନ୍ତି ?

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତା ଆରବ ,ଉର୍ବୀ ଓ ଇତି ଙ୍କ ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ସିନ୍ଦୁର ଅଧିକାର ଓ ଏଥିରେ ଅଭିନୟ କରୁଥିବ ଅଭିନେତା ମାନେ ଯେମିତି ଆରବ ଇତି ଓ ଉର୍ବୀ ଙ୍କ ଜବରଦସ୍ତ ଅଭିନୟ ଆପଣ ଆମେନ ନିଶ୍ଚୟ ଦେଖିଥିବେ । ସେମାନ ଙ୍କଅ ର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ସିନ୍ଦୁର ର ଅଧିକାର ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ହୋଇପାରିଛି । ସେମାନେ ତାଙ୍କ ଅଭିଆଣୀ ଜାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଆରବ ,ଉର୍ବୀ ଓ ଇତି ଙ୍କ ବିଷୟ ରେ ।


ଇତି ହଁ ବନ୍ଧୁ ସିନ୍ଦୁର ର ଅଧିକାର ରେ ଅଭିନୟ କରୁଥିବା ଇତି ପ୍ରକୁତ ନାମ ହେଉଛି ନୀଳାକ୍ଷୀ । ସେ ଅଭିନୟ କରିବା ସହତ ତାଙ୍କ ପାଠ କୁ ମଧ୍ୟ ଜାରି ରଖିଛନ୍ତି । ସେ ବିଜେପି କଲେଜ ରେ ପାଠ ପଢୁଛନ୍ତି । ସେ ରହୁଛନ୍ତି ଭୁବନେଶ୍ବର ରେ । ଏହି ଧାରାବାହିକ ଟି ହେଉଛି ତାଙ୍କ ପ୍ରଥମ ଧାରାବାହିକ ଓ ସେ ଏଥିରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଛନ୍ତି ।


ଉର୍ବୀ ସିନ୍ଦୁର ଅଧିକାର ଉର୍ବୀ ଚରିତ୍ର ରେ ନଜର ଆସୁଥିବା ଅଭିନେତ୍ରୀ ଙ୍କ ପ୍ରକୁତ ନାମ ହେଉଛି ସୂଚରିତା ତାଙ୍କ ଘର ହେଉଛି ବ୍ରହ୍ମପୁର କିନ୍ତୁ ସେ ତାଙ୍କ କାମ ଓ ଅଭିନୟ ପାଇଁ ଏବେ ଭୁବନେଶ୍ବର ରେ ରହୁଛନ୍ତି । ଉର୍ବୀ ଚରିତ୍ର ରେ ଅଭିନୟ କରି ସେ ବର୍ତମାନ ଚର୍ଚ୍ଚା ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକଙ୍କ ନିକଟ ରେ ଅତି ପ୍ରିୟ ହୋଇପାରିଛନ୍ତି ।


ଆରବ ହଁ ଦର୍ଶକ ବନ୍ଧୁ ସିନ୍ଦୁର ର ଅଧିକାର ରେ ଆରବ ଚରିତ୍ର ରେ ଅଭିନୟ କରୁଥିବା ଆରବ ଙ୍କ ପ୍ରକୁତ ନାମ ହେଉଛି ସନୋଜ । ହଁ ବନ୍ଧୁ ସନୋଜ ଜଣେ ଅଭିନେତା ହେବା ସହ ସେ ମଡେଲ ବି ଅଟନ୍ତି । ସେ ତାଙ୍କ ସୋସିଆଲ ମିଡ଼ିଆ ରେ ସେ ତାଙ୍କ ମଡେଲ ଫଟୋ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଛି । ସନୋଜ ଙ୍କ ଘର ହେଉଛି ଗଞ୍ଜାମ ସେ ତାଙ୍କ ଅଭିନୟ ଶୁଟିଂ ସେଟ ପାଇଁ ବର୍ତମାନ ଭୁବନେଶ୍ବର ରହୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.