Breaking News

ଓଡିଆ ଅଭିନେତ୍ରୀ ଦିବ୍ୟା (Divya) ଏହି ଅଭିନେତାଙ୍କୁ ବିବାହ କରିଲେ, ବାହାଘରର ଫୁଲ ଭିଡିଓ ଦେଖନ୍ତୁ

ବିବାହ ବନ୍ଧନ ରେ ବାନ୍ଧି ରେ ହେଲେ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ । ହଁ ବନ୍ଧୁ ବିବାହ ବନ୍ଧନ ରେ ଓଡିଆ ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ଦିବ୍ୟା । ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହବା ରେ ଲାଗିଛି ତାଙ୍କ ବିବାହ ର କିଛି ଫଟୋ ଓ ଭିଡିଓ ଯାହାକୁ ଦର୍ଶକ ମାନେ ଦେଖି ଭାବିଛନ୍ତି ଯେ ଦିବ୍ୟା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ବିବାହ କରିଛନ୍ତି ଆମ ଓଡିଆ ଧାରାବାହିକ ର ଅଭିନେତା ରାଜ ରାଜେସ ଙ୍କୁ । ତାହେଲେ ଆସନ୍ତୁ ଜାଣିବା ଏହି ସମସ୍ତ ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଅଭିନେତ୍ରୀ ଦିବ୍ୟା । ଦିବ୍ୟା ବହୁ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛନ୍ତି ।

ଆପଣ ମାନେ ନିଶ୍ଚୟ ଦେଖିଥିବେ ଓଡିଆ ଫିଲ୍ମ ସୁନ୍ଦର ଗଡ ର ସଲମାନ ଖାନ ଯେଉଁଥିରେ ବାବୁଷାଣ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲା ବେଳେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି ଦିବ୍ୟା । ଏହି ଫିଲ୍ମ ଟି ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମ ରେ ଦିବ୍ୟା ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ । ଠିକ ସେମିତି ଆପଣ ମାନେ ଜାଣିଥିବେ ରାଜ ରାଜେଶ ଙ୍କୁ । ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

ଆପଣ ମାନେ ନିଶ୍ଚୟ ଦେଖିଥିବେ ତୋ ଅଗଣାର ତୁଳସୀ ମୁଁ ରେ ରାଜ ରାଜେଶ ଙ୍କ ଜବରଦସ୍ତ ଅଭିନୟ । ତାଙ୍କ ଏହି ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛି । ବର୍ତମାନ ଏହି ସମୟ ରେ ଏହି ଦୁଇ ଜଣ ଙ୍କ ଆସିବାକୁ ଯାଉଛି ଏକ ଫିଲ୍ମ ଯେଉଁ ଫିଲ୍ମ ଟି ର ଶୁଟିଂ ସେଟ ର କିଛି ଭିଡିଓ ସେମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଯାହା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.