Breaking News

ଫୁଣି ଓଡିଶାର ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ କରୋନା ରେ ଚାଲିଗଲେ

ଦୁଃଖ ଖବର ପରେ ଦୁଃଖ ଖବର ପୁଣି ଚାଲିଗଲେ ଓଡିଆ ଜଗତ ର ଜଣେ ଜଣା ଶୁଣା ଅଭିନେତ୍ରୀ । ହଁ ବନ୍ଧୁ ଜଲିଉଡ ର ଜଣା ଶୁଣା ଅଭିନେତ୍ରୀ ତୃପ୍ତି ପଣ୍ଡା ବିୟୋଗ ହୋଇଛି । ଯାହା ସୂଚନା ମିଳିଛି ଯେ ଅଭିନେତ୍ରୀ ତୃପ୍ତି କରୋନା ରେ ସଂକ୍ର  ମିତ ଥିବା ର ଜଣା ପଡିଥିଲା ଓ ସେ ବାଲେଶ୍ବର ଜିଲ୍ଲା ମମୁଖ୍ୟ ଚିକିତ୍ସାଚଳୟ କୋବିଡ଼ ୱାର୍ଡ ରେ ଚିକିତ୍ସା ଧୀନ ଥିଲେ । ତାଙ୍କ ମୃ  ତୁ ବେଳ କୁ ତାଙ୍କୁ ମାତ୍ରମ ୩୦ ବର୍ଷ ହୋଇଥିଲା । ଆପଣ ମାନେ ନିଶ୍ଚୟ ଜାଣିଥିବେ ତୃପ୍ତି ଙ୍କ ସ୍ବାମୀ ହେଉଛନ୍ତି ବାବୁଲି ପଣ୍ଡା ।

ଏହି ଦୁଇ ଯୋଡି ଚଳିତ ବର୍ଷ ଯାତ୍ରା ମଞ୍ଜରି ରେ ଅଭିନୟ କରିଥିବା ର ନଜର ଆସିଥିଲେ । ସେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ପ୍ରିୟ ହୋଇପାରିଥିଲେ । ତୃପ୍ତି ପଣ୍ଡା ହେଉଛନ୍ତି ଦୈତାରୀ ପଣ୍ଡା ଙ୍କ ଭାଇ ବୋହୁ । ଯାହା ସୂଚନା ମିଳିଛି ଯେ ଗତ କିଛି ଦିନ ତଳେ ତୃପ୍ତି ଓ ତାଙ୍କ ସ୍ବାମୀ କରୋନା ରେ ସଂକ୍ରମିତ ଚିହ୍ନଟ ହୋଇ ବାଲେଶ୍ବର କଅଭିଡ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ତଳେ ତୃପ୍ତି ପଣ୍ଡା ଙ୍କ ଦେହ ଅଧିକ ଖରାପ ହେବା ରୁ ତାଙ୍କୁ ଆଇଶିୟୁ ରେ ଭର୍ତ୍ତି କରାଯାଇଥିଲା ।

ମଙ୍ଗଳ ବାର ସନ୍ଧ୍ୟା ରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ବାମୀ ବାବୁଲି ବାବୁଲି ପଣ୍ଡା ଏବେ ବି କଅଭିଡ ହସ୍ପିଟାଲ ରେ ଭର୍ତ୍ତି ଚିକିତ୍ସାଧୀନ ଅଛନ୍ତି । ତୃପ୍ତି ପଣ୍ଡା ବହୁ କମ ବୟସ ରୁ ଜବରଦସ୍ତ ଅଭିନୟ ଦେଖାଇ ଲୋକ ଙ୍କ ପାଖ ରେ ପ୍ରିୟ ହବା ସହ ସେ ଜଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁନାମ ଅର୍ଜନ କରିଛନ୍ତି । ତାଙ୍କର ଗୋଟେ ୫ ବର୍ଷ ର ଝିଅ ମଧ୍ୟ ଅଛି । ତାଙ୍କ ବିୟୋଗ ଫଳ ରେ ଓଡିଆ ଯାତ୍ରା ଜଗତ ରେ ଶୋକ ର ଛାୟା ଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *