Breaking News

Ollywood ଗାୟକ ସତ୍ୟଜିତ ପ୍ରଧାନ (Satyajit) ବାପା ହେଲେ

ଆପଣ ମାନେ ଜାଣିଥିବେ ଯେ ଏ ବ୍ୟସ୍ତ ବହୁଳ ଦୁନିଆ ରେ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ଆଉ ଅନେକ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ଧାରାବାହିକ ରେ ଅଭିନୟ ନାଚ ,କରିବା ଏମିତି ଅନେକ୍ କିଛି କରି ଥାଆନ୍ତି । ହଁ ବନ୍ଧୁ ଯଦି ଆପଣ ଭଲ ଗୀତ ଗାଉଛନ୍ତି ତାହାଲେ ଆପଣ ସବୁଠି ପରିଚିତ ହୋଇପାରିବେ । ହଁ ବନ୍ଧୁ ଯେମିତି ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ ଭଲ ଗୀତ ଗାଈ ସବୁଠି ପରିଚିତ ।

ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଏକ ଗାୟକ ଅଛନ୍ତି ସେମାନ ଙ୍କ ପରିଶ୍ରମ ଫଳ ରେ ସେମାନେ ଆଜି ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଗାୟକ ଭାବେ ପରିଚିତ । ଯାହାଙ୍କ ଗୀତ ଦର୍ଶକ ଙ୍କ ହୃଦୟ କୁ ଛୁଇଁବା ସହ ମନ ର ଭାବନା ବଦଳାଇ ଦେଇଥାନ୍ତି ତାଙ୍କ ଗୀତ ମାଧ୍ୟମ ରେ । ହଁ ବନ୍ଧୁ ଆମେ କହୁଛୁ ଓଡ଼ିଶା ର ନମ୍ବର 1 ଲୋକ ପ୍ରିୟ ଗାୟକ ସତ୍ୟଜିତ ପ୍ରଧାନ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ତାଙ୍କ ର ଗୀତ ନିଶ୍ଚିନ୍ତ ଶୁଣିଥିବେ । ସତ୍ୟଜିତ ଙ୍କ ସମସ୍ତ ଗୀତ ସୁପର୍ ହୋଇଛି ଓ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି ।

ଯାହା ଫଳରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ସତ୍ୟଜିତ ଅନେକ ଓଡ଼ିଆ ଗୀତ ଗାଇବା ସହ ଅନେକ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି । ବର୍ତମାନ ସତ୍ୟଜିତ ଙ୍କ ଘର କୁ ଆସିଲା ଖୁସି ଖବର । ହଁ ବନ୍ଧୁ ସତ୍ୟଜିତ ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଛି ଓ ଏହି ଖୁସି ର ଖବର ସତ୍ୟଜିତ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣେଇଛନ୍ତି । ବର୍ତମାନ ସତ୍ୟଜିତ ତାଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ଉଭୟ ଭଲ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.