Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha) ଦେଲେ ବହୁତ ବଡ ଖୁସିର ଖବର, ଜାଣନ୍ତୁ ଖୁସିର କାରଣ କଣ

ଦର୍ଶକ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ଦେଲେ ଖୁସି ଖବର ତାହେଲେ ସେ ଖୁସି ଖବର କଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଉଲିଉଡ୍ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ବହୁ ଗୁଡ଼ିଏ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ସମସ୍ତ ଚଳଚ୍ଚିତ୍ର ସୁପର୍ ହିଟ ହୋଇଛି ।

ବର୍ଷା ଓ ଅନୁଭବ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିଥିଲେ । ଫିଲ୍ମ୍ ରେ ଅଭିନୟ କରୁ କରୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ସେମାନ ଙ୍କ ଭିତରେ କିଛି ପାରିବାରିକ ବିବାଦ ରୁ ଦୁହେଁ ଦୁହିଁଙ୍କ ଠୁ ଅଲଗା ହୋଇଯାଇଛନ୍ତି । ଏହି ପାରିବାରିକ ବିବାଦ ର ସମାଧାନ ପାଇଁ ଦୁହେଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ।

ଏ ପର୍ଯ୍ୟନ୍ତ କୋର୍ଟ ଏହି ସମସ୍ୟା ର ସମାଧାନ କରି ନାହିଁ କିନ୍ତୁ ଖୁବ୍ ଶୀଘ୍ର ତାଙ୍କର ଏହି ବିବାଦ ସମାଧାନ ହବ । ବର୍ଷା ପ୍ରିୟଦର୍ଶିନୀ ଙ୍କ ବର୍ତ୍ତମାନ ସମୟ ରେ ଏକ ଖୁସି ଖବର ଦେଇଛନ୍ତି ଯେ ଯେଉଁ ଭଳି ଭାବେ ବର୍ଷା ପ୍ରିୟଦର୍ଶିନୀ ସାମାଜିକ କାମ କରୁଛନ୍ତି ଆଗକୁ ମଧ୍ୟ ଏହି ଭଳି କାମ ଜାରି ରଖିବେ ବୋଲି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଲାଇଭ ଆସି ତାଙ୍କ ଦର୍ଶକ ମାନ ଙ୍କୁ କହିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *