ଦର୍ଶକବନ୍ଧୁ ପ୍ରଭୁ ଶନିଦେବ ଏମିତି ଏକ ଦେବତା ସେ ଯାହା ଉପରେ ଥରେ ପ୍ରସନ୍ନ ହୋଇ ଯାନ୍ତି ତାଙ୍କ ଉପରେ ଖୁସି ର ସବୁ ବାଟ ଖୋଲି ଦିଅନ୍ତି ଆଉ ଯାହା ଉପରେ ସେ ରାଗି ଯାଆନ୍ତି
ସେମାନଙ୍କ ଉପରେ ଦୁଃଖ ର ପାହାଡ ନଧି ଦିଅନ୍ତି ଏବେ ବନ୍ଧୁଗଣ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇ ଥାଏ ତେବେ 77 ବର୍ଷ ପରେ ଏହି ରାଶି ମାନଙ୍କ ଉପରେ ପ୍ରସନ୍ନ ହେଲେ ପ୍ରଭୁ ଶନିଦେବ |
ତେବେ ବନ୍ଧୁଗଣ ଶନିଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନେ ଏବେ ତାଙ୍କ ଜୀବନରେ ବଡ଼ ବଡ଼ ସଫଳତା ପାଇବାକୁ ଯାଉଛନ୍ତି ଏମାନଙ୍କ ବହୁତ ଦିନ ରୁ ଅଟକି ରହିଥିବା କାମ ଅଚାନକ ଭାବରେ ପୁଣିଥରେ ଚାଲିବା ଆରମ୍ଭ ହୋଇଯିବ ଚାକିରୀ କ୍ଷେତ୍ରରେ ଆପଣ ବଡ଼ ବଡ଼ ସଫଳତା ନିଜ ନାଁ ରେ କରିବେ ଏବଂ ପଦଉନ୍ନତି ର ମଧ୍ୟ ବହୁତ ସମ୍ଭାବନା ଅଛି |
ଚାକିରୀ କ୍ଷେତ୍ରରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ରେ କାମ କରିବାକୁ ସୁଯୋଗ ମିଳିବ ପ୍ରେମ ଜୀବନୀ ଆପଣଙ୍କର ବହୁତ ଭଲ ଯିବ ପିଲାମାନଙ୍କ ଠାରୁ କୌଣସି ଖୁସି ଖବର ଶୁଣିବାକୁ ପାଇ ପାରନ୍ତି ଏବଂ ନିଜ ପରିବାର ଲୋକଙ୍କ ସହ ଅଧିକ ରୁ ଅଧିକ ସମୟ ମଧ୍ୟ ବିତାଇବାର ସୁଯୋଗ ମିଳିବ ବହୁତ ପୁରୁଣା ବନ୍ଧୁଙ୍କ ସହ ମଧ୍ୟ ଭେଟ ହୋଇପାରେ |
ତେବେ ବନ୍ଧୁଗଣ ଏହି ରାଶିର ଲୋକମାନେ ଶନିଦେବଙ୍କ ମନ୍ଦିର କୁ ଯାଇ 7 ଶନିବାର ଶନିଦେବ ଙ୍କୁ ପୂଜା କରିବାକୁ ପଡିବ ଏବଂ ଆପଣଙ୍କ ସମସ୍ତ ମନସ୍କାମନା ଆପଣ ସେହି ପୂଜା ସମୟରେ ଶନିଦେବଙ୍କୁ ଜଣାନ୍ତୁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ମାନେ ହେଉଛନ୍ତି ମେଷରାଶି ମୀନରାଶି କୁମ୍ଭରାଶି ଏବଂ ସିଂହରାଶି |